Latest Odisha News

BREAKING NEWS

ଜାଡରେ ଥରୁଛି ସାରା ରାଜ୍ୟ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ…

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ ଆସରେ ପିଲେ ଆସ ମୁହଁରେ ଫୁଟାଇ ହସ ନୂଆ ରାଇଜେ ଅଛି ତୁମ ପାଇଁ କେତେ ରସ କେତେ ବାସ... । ତୁମେ ଆମ ସାହସ ତୁମେ ହିଁ ଗଢ଼ ଦେଶ ନଥିବ ଯହିଁ ଟିକିଏ ହେଲେ ହିଂସା କି ବିଦ୍ୱେଷ ।। ହାତରେ ହାତ ରଖ ମନରେ ମନ ଯୋଖ ମଣିଷପଣିଆ ଜୟଗାନ କରି ମିଶିକି ରହିବା ଶିଖ।।…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ ବିଭିନ୍ନ…

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ…

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ସ୍ଥାନୀୟ ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ଆରମ୍ଭରୁ ହିଁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରୀ ମାସରେ ସର୍ବାଧିକ ଦିନ ପାଇଁ ବନ୍ଦ ରହିଥିଲା। ତେବେ ଛୁଟିଦିନରେ ଆଗାମୀ ମାସ ମଧ୍ୟ ପଛରେ ନାହିଁ। ଫେବୃଆରୀ ମାସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ମାସର…

ମଞ୍ଚ ଭୁଶୁଡ଼ିବାରୁ ଜଣେ ମୃତ, ୧୫ରୁ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର କମ୍ପ୍ଲେକ୍ସରେ ଆୟୋଜିତ ସତସଙ୍ଗ ସମୟରେ ମଞ୍ଚ ଭୁଶୁଡ଼ିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୧୨ଟା…

କବିତା : ଶାଢ଼ୀ

ସଞ୍ଜିତା ପ୍ରଧାନ ମୋ' ଦେହର ବାସ୍ନା ନେଇ ତୁମକୁ ଛୁଇଁଛୁଇଁ ଉଡ଼ିଯିବା ବେଳେ ତୁମେ ହିଁ ମାପିପାର ମୋ' ଶାଢ଼ୀ କାନିର ଦୈର୍ଘ୍ୟ-ପ୍ରସ୍ଥ-କ୍ଷେତ୍ରଫଳ; କେତେ ଗଭୀରତା ସେଠି ଆସ୍ଥାନ ଜମେଇ ବସିଥିବା ଫୁଲମାନଙ୍କର ଭଲପାଇବାରେ ! ସୁତାରେ ସୁତାରେ ତୁମେ ଆଙ୍କିପାର ଜ୍ୟାମିତିର…

ନୀତୀଶ କୁମାର: ‘ସୁଶାସନ ବାବୁ’ରୁ ‘ପଲଟୁରାମ’, ଜାଣନ୍ତୁ କେତେଥର କଲେଣି ପଟ ପରିବର୍ତନ

ପାଟନା: ଦିନ ଥିଲା ଯେତବେଳେ ଉତ୍ତମ ଶାସନ ପାଇଁ କମାଇଥିଲେ ନାଁ। ଘରେ ଘରେ 'ସୁଶାସନ ବାବୁ' ଭାବେ କରାଯାଉଥିଲା ବିବେଚନା। କିନ୍ତୁ ଏବେ ବାରମ୍ବାର ପଟ୍ଟ ପରିବର୍ତ୍ତନ ପାଇଁ ପଲଟୁରାମ ନାମରେ ଜାଣୁଛନ୍ତି ଦେଶବାସୀ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଦଳ ଡିଆଁ ରାଜନୀତିର ପୁରୁଣା ପୃଷ୍ଠା…

ଭାଷା ଭାଗବତ : ଜୀବଂତ ଗ୍ରଂଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜୀବଂତ ଗ୍ରଂଥ 'ଭାଗବତ' ଶୁଣିଲେ ମନ ହୁଏ ତୃପ୍ତ ନୁହେ କେବେ ବି କ୍ଳାଂତିକର ସର୍ବଦା ହୁଏ ହିତକର ଜାତିର ସାଥୀ ଏହି ବହି ନ ଥିବା ଭଳି ଘର ନାହିଁ ପ୍ରତ୍ୟହ ହେଉଛି ପଠିତ ଏହା ହିଁ ଏହାର ମହତ୍ତ୍ବ ନବାକ୍ଷରୀ ଏ ସବୁ ପଂକ୍ତି…