Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ: ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ । ଆଜି (ଶୁକ୍ରବାର) ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରକଳ୍ପ କାର୍ଯ୍ୟକ୍ରମ । ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି (ଶନିବାର) ଦିନ ୧୧ ଟା ସମୟରୁ ରୁ ରାତି ୮ ଟା ଯାଏଁ…

ମେ’ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘Kalki 2898 AD’

ମୁମ୍ବାଇ: ଡିସେମ୍ବର ଶେଷରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ସାଲାର ଏପର୍ଯ୍ୟନ୍ତ ବକ୍ସ ଅଫିସରେ ତାର ଜଲୱା ବଜାୟ ରଖିଛି । ପୁରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଏହି ସିନେମା ୭୦୦ କୋଟିରୁ ଅଧିକ ଆୟ କରିସାରିଲାଣି । ଏହାରି ଭିତରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଆଉ…

ବାୟୁସେନା ବିମାନ ଏଏନ-32 ର ମିଳିଲା ପତ୍ତା, ୮ ବର୍ଷ ପୂର୍ବେ ଥିଲା ନିଖୋଜ

ନୂଆଦିଲ୍ଲୀ: ୮ ବର୍ଷ ପୂର୍ବେ ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ AN-32 ର ପତ୍ତା ମିଳିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ବହୁ ପରିଶ୍ରମ ଏବଂ କୌଶଳ ବ୍ୟବହାର କରି ବିମାନର ଧ୍ୱଂସାବଶେଷ ଚିହ୍ନଟ କରିଛନ୍ତି । ବିମାନର…

ଅଟଳ ସେତୁ ଲୋକାର୍ପିତ, କମିବ ଯାତ୍ରା ସମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ବିହାରୀ ବାଜପେୟୀ ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ୧୭୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ ଅଟେ। ଡିସେମ୍ବର ୨୦୧୬ରେ ପିଏମ ମୋଦୀ ଏହି…

ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନର ବ୍ୟବହାର ମାମଲା: ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଜତିନ ମହାନ୍ତି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ।…

ନାସିକ କାଲାରାମ ମନ୍ଦିର ସଫା କଲେ ମୋଦି, ଜାନୁଆରୀ ୨୨ ସୁଦ୍ଧା ସମସ୍ତ ମନ୍ଦିରକୁ ସ୍ବଚ୍ଛ ରଖିବାକୁ କଲେ ଅପିଲ

ନାସିକ: ଦିନିକିଆ ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍-MTHL (ଅଟଳ ସେତୁ) ର ଉଦଘାଟନ କରିବେ । ଏହା ଦେଶର ଦୀର୍ଘତମ ସମୁଦ୍ର ସେତୁ ଅଟେ । ଏହି ଉଦଘାଟନୀ ସମାରୋହ ଅପରାହ୍ନ ୪ ଟା ୩୦ ସମୟରେ ହେବ । ଏହାପୂର୍ବରୁ…

ସ୍ୱାଧିନତାର ୭୬ ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ମାସ ୧୩ରେ ଦୁଇ…

‘ଆକାଶ ଏନଜି’ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର

ବାଲେଶ୍ଵର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ ର ସଫଳ ପରୀକ୍ଷଣ । ଆଇଟିଆର୍ ପକ୍ଷରୁ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଦିନ ୧୦ଟା ୩୦ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ‘ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର । ସଫଳତାର ସହିତ…

ଆରମ୍ଭ ହେଲା ଇଣ୍ଟରନେସନାଲ୍ କ୍ରାଫ୍ଟ ସମିତ, ଯୋଗ ଦେଲେ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ…

ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଜାନୁଆରୀ ୧୩ ରେ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ । ଆସନ୍ତକାଲି (ଶନିବାର) ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ ଆୟୋଜନ କରାଯାଉଛି ।…