କର୍ତ୍ତବ୍ୟ ପଥରେ ଇତିହାସ ରଚିବ ଦିଲ୍ଲୀ ପୋଲିସର ମହିଳା କଣ୍ଟିଜେଣ୍ଟ ଟିମ୍
ନୂଆଦିଲ୍ଲୀ: ପ୍ରତ୍ୟେକ ଥର ଭଳି, ଏଥର ମଧ୍ୟ ଦିଲ୍ଲୀର କର୍ତ୍ତ୍ୟବ୍ୟ ପଥରେ ଗଣତନ୍ତ୍ର ଦିବସରେ ପରେଡ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟପକ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । କିନ୍ତୁ ଚଳିତଥର ଦିଲ୍ଲୀ ପୋଲିସର ମହିଳା କର୍ମଚାରୀ ସମସ୍ତଙ୍କ ଆକର୍ଷଣର…