Latest Odisha News

BREAKING NEWS

ଜାନୁଆରୀ ୨୫ ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଗଞ୍ଜାମ: ଚଳିତ ଜାନୁଆରୀ ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କିଭଳି ଶାନ୍ତି ଶୃଙ୍ଖଳା ମଧ୍ୟରେ ମହୋତ୍ସବ ଆୟୋଜନ ହେବ ଏ ନେଇ…

ପାରାଦ୍ଵୀପ ଠାରେ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି

ପାରାଦ୍ଵୀପ: ଜଗତସିଂହପୁର  ଜିଲ୍ଲାର ପାରାଦ୍ଵୀପସ୍ଥିତ ନୂଆଗଡ ଗ୍ରାମରେ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ପ୍ରସ୍ତାବିତ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନା ପାଇଁ ଜନ ଶୁଣାଣି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର …

ଦୋକାନ ଖୋଲାକୁ କେନ୍ଦ୍ର କରି ଏସିଡ୍ ମାଡ, ପାଞ୍ଚ ଜଣ ଆହତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଅଭାବନୀୟ ଘଟଣା । ଏସିଡ ମାଡ ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଡୁଆଝର ଗାଁର ଦୁଇ ଜଣ ବ୍ୟକ୍ତି ଚିନ୍ଦାଗୁଡ଼ା ଗାଁରେ ସୁନା ଦୋକାନ କରିଛନ୍ତି ।…

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲ କରିବେନି ୱିକେଟ କିପିଂ

ନୂଆଦିଲ୍ଲୀ: ଆଘାତ ସମସ୍ୟାରୁ ମୁକୁଳିବା ପରେ କେଏଲ ରାହୁଲଙ୍କ ୱିକେଟ କିପିଂ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ସୁଧାର ହେବାରେ ଲାଗିଛି । ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇ ଆସିଛନ୍ତି । ରିପୋର୍ଟ ମୁତାବକ…

ହସ୍ପିଟାଲ୍ ରୁ ଡିସଚାର୍ଜ ପରେ ମା’ ପାଖକୁ ଯିବନି ବିଜୟିନୀ

ସମ୍ବଲପୁର: ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବ ଶିଶୁକନ୍ୟା ‘ବିଜୟିନୀ’ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମେଡିକାଲ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡିସଚାର୍ଜ ପରେ ଶିଶୁଟି ମା ପାଖକୁ ଯିବନି । ତାକୁ ମେଡିକାଲରୁ ସିଧା ସଳଖ ଶିଶୁ ଗୃହକୁ ନିଆଯିବ । ଗତ ୧ ମାସ…

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଦାମନଯୋଡି-ବାଇଗୁଡ଼ା ମଧ୍ୟରେ ୧୪.୬୦ କିମି ଦୈର୍ଘ୍ୟ ରେଳ ଲାଇନ…

କୋରାପୁଟ: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ ୧୪.୬୦ କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି | କମିଶନର୍ ରେଲୱେ ସୁରକ୍ଷା/ରେଳ…

ଏଟିଏମ୍ ମେସିନ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ସମୟରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ପୁଣି ଏଟିଏମ୍ ମେସିନ କାଟି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା…

ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ

ନବରଙ୍ଗପୁର: ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ ଭଳି ଉକ୍ତିକୁ ଭୁଲ ପ୍ରମାଣିତକରି ଦେଖାଇଛନ୍ତି ଯୁବକ । ମାତ୍ର ୨୧ ବର୍ଷ ବୟସ ରେ  ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଭଳି ଉପାନ୍ତ…

ପୁଲିସ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ, ଦୁଇଟି ଏଟିଏମ୍ ତାଡି ଟଙ୍କା ନେଇଗଲେ ଦୁର୍ବୃତ୍ତ

ସୋର: ବାଲେଶ୍ୱର ଖଇରା ଓ ସୋରରେ ଥିବା ଦୁଇଟି ଏଟିଏମକୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଖଇରାର ତୁଡିଗଡିଆ ବଜାରରେ ପ୍ରଥମ ଡକାୟତି ଘଟିଥିଲା, ଯେଉଁଠାରେ ଅତି କମରେ ଛଅ ଜଣ ମୁଖାପିନ୍ଧା ଲୁଟେରା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ ତାଡି…

ପାସପୋର୍ଟ ରାଙ୍କିଙ୍ଗରେ ସବୁଠୁ ଖରାପ ପାକିସ୍ତାନ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ରହିଛି । ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ କ୍ଷେତ୍ରରେ ଏହି ୬ଟି ଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ପାକିସ୍ତାନ ଏହି…