Latest Odisha News

BREAKING NEWS

ସପରିବାର ସହ ପୁରୀ ଆସି ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପୁରୀ: ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା । ସପରିବାର ଜଗନ୍ନାଥ ଦର୍ଶନ ପରେ ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ସାଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଭେଟରାନ୍ ଅଭିନେତା…

ରାଜ୍ୟରେ ଶୀତର ପ୍ରକୋପ ଜାରି, ଆସନ୍ତା ଦୁଇ ଦିନ କଲବଲ କରିବ କୁହୁଡ

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ୧୫ ଡିଗ୍ରି ତଳେ ରହିଛି ୧୯ ସହରର…

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର, AQI ୩ ଶହ ପାର୍

ବାଲେଶ୍ଵର: ଦିଲ୍ଲୀ ପରେ ଏବେ ଓଡିଶାର ପ୍ରଦୁଷଣ, ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ସହର, ପ୍ରମୁଖ ପ୍ରଦୂଷିତ ସହର । ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ରାଇରଙ୍ଗପୁରରେ ୩ ଶହ ପାର୍‌…

ମାଛ ଜାଲରେ ଛନ୍ଦି ହୋଇ ମଝି ଚିଲିକାରେ ଫଶି ରହିଲା କେନ୍ଦ୍ରମନ୍ତ୍ରୀଙ୍କ ବୋଟ୍

ବାଲୁଗାଁ: ପ୍ରରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଚିଲିକା ମଝିରେ ଫସିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମତ୍ସ୍ୟସଂପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଡଙ୍ଗା ଗତକାଲି ମଝି ଚିଲିକାରେ କିଛି ସମୟ ପାଇଁ ଫସି ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ, ବିଜେପି…

ଆଜିଠୁ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି ।…

ହାର୍ଟକୁ ସୁସ୍ଥ ରଖେ ନାଲି ଲଙ୍କା, ଜାଣନ୍ତୁ କିପରି …

ଭୁବନେଶ୍ଵର: ଅଧିକାଂଶ ଘରେ ଖାଦ୍ୟ ଏବଂ ମସଲାରେ ନାଲି ଲଙ୍କା ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ଵାଦ ବଢାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେମ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ନାଲି ଲଙ୍କା ବେଶ୍ ଉପଯୋଗୀ । ନାଲି ଲାଙ୍କାରେ ରହିଛି ଚମତ୍କାରୀ ଗୁଣ । ଏହା ହୃଦୟକୁ ସୁସ୍ଥ…

ଅଜଣାଗାଡି ଧକ୍କାରେ ୩ ମୃତ, ତଦନ୍ତ ଜାରି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୌରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ଆଜି…

ଶିମିଳିପାଳ ଅଭୟାରଣ୍ୟରେ ୪ ଟି ବିରଳ କଳାବାଘ ଠାବ, ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକା ସମୟରେ ଠାବ ହେଲେ ୪ ଟି ବିରଳ କଳାବାଘ । ଏହି ବାଘ ଗୁଡିକ ଜଙ୍ଗଲରେ ଏକାଠି ବୁଲୁଥିବା ବେଳେ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ଏହାର ଏକ ଭିଡିଏ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।…

ସନେଟ : ନଦୀ

ପ୍ରତିଭା ସାହୁ  କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।। ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ…

ଶ୍ରୀମନ୍ଦିର ଭିତରେ ବିଦେଶିନୀ, ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ । ସମ୍ପୃକ୍ତ ଅଣହିନ୍ଦୁ ଜଣକ ହେଉଛନ୍ତି ଜଣେ ବିଦେଶିନୀ । ଯାହର ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିଦେଶୀ ମହିଳା ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଦେଖିବାକୁ ମିଳିଛି । ଭିଡିଓ ରେ ମହିଳା ଜଣଙ୍କ…