ସନେଟ : ନଦୀ
ପ୍ରତିଭା ସାହୁ
କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ
ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ
ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ
କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।।
ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ…