Latest Odisha News

BREAKING NEWS

ରାଜ୍ୟରେ କମିବ ଶୀତର ପରିମାଣ, ନୂଆବର୍ଷର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ୪ ଓ ୫ ତାରିଖରେ ବର୍ଷା…

ହାଡ ଭଙ୍ଗା ଶୀତରେ ଶରୀରକୁ ଗରମ ପ୍ରଦାନ କରେ ଏହି ସୁପ୍, ସ୍ଵାସ୍ଥ୍ୟ ପାଇଁ ରାମବାଣ, ଘରେ ବି କରିପାରିବେ ପ୍ରସ୍ତୁତ୍

ଭୁବନେଶ୍ଵର: ସାଧାରଣତଃ ଶୀତଦିନେ ଗରମ ରହିବା ପାଇଁ ବିଭିନ୍ନ ପ୍ରକାରର ସୁପ୍ କରି ପିଇବାକୁ ପସନ୍ଦ କରିଥାନ୍ତି । ତାହା ଯେତିକି ସ୍ୱାଦିଷ୍ଟ ହୋଇଥାଏ, ସେଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ସେତିକି ଲାଭ ଦାୟକ ମଧ୍ୟ ହୋଇଥାଏ । ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ପ୍ରାୟତଃ ସୁପ୍…

ଶିଶୁ କବିତା : ନୂଆ ବରଷ ହେ ଆସ

ସଚ୍ଚିଦାନନ୍ଦ କର ଆସିବ ଆସିବ ତୁମ କଥା ସତେ ମନରେ ନ ଥିଲା କେବେ ଶୀତ ମିତ ଠାରୁ ତୁମରି ଆସିବା ଖବର ପାଇଲୁ ଏବେ ତୁମେ ତ ଆସୁଛ ବୋଲି ଫୁଲତୋଡା ହାତେ ଚାହିଁଛୁ ତୁମକୁ ଦୁଆର ରଖିଛୁ ଖୋଲି ।। ନୂଆ ବରଷ ହେ ଆସିଲେ ଦେଖିବ କେତେ ଯେ ଲାଗିଛୁ ଆମେ ବଣଭୋଜି ହୁଏ ଲାଗିଛି ବି କିଏ ଘର…

ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ । ଆସନ୍ତା ୨୦୨୪ ଜାନୁଆରୀ ୧ ରୁ ୫ରାତିଖ ପର୍ଯ୍ୟନ୍ତ ରାଉରକେଲା ଅଗ୍ରେସନ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଚିନ୍ତନ ବୈଠକରେ ଯୋଗ ଦେବେ ଡା.ମୋହନରାଓ ଭାଗବତ ।…

ପୁରୀରେ ନୂଆବର୍ଷ ପ୍ରସ୍ତୁତି, ଅଢେଇ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୂ

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ବାହାରିଲା ଏଏସଓ ପରୀକ୍ଷା ଫଳ: ୭୮୭ କୃତକାର୍ଯ୍ୟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ଝିଅ

ଭୁବନେଶ୍ୱର:ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିଙ୍କ ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ୭୮୭ ଜଣ ପରୀକ୍ଷାର୍ଥୀଙ୍କୁ ଏଏସଓ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଓପିଏସସିଙ୍କ ପକ୍ଷରୁ ଜାରି ଏକ ରିଲିଜରେ…

ନୂଆବର୍ଷ ପ୍ରସ୍ତୁତି: ଜିରୋନାଇଟ ସେଲେବ୍ରେଶନ ପାଇଁ ପୁରୀ ଓ ଭୁବନେଶ୍ୱରରେ ଜାରି ହେଲା କଟକଣା

ଭୁବନେଶ୍ୱର: ୨୦୨୩ ତାର ଶେଷ ସ୍ପର୍ଶ ଦେଇ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ବିଦାୟ ନେବ । ନୂଆ ବର୍ଷକୁ ସ୍ୱାଗତ କରିବ ଦୁନିଆ ।    ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ଚାହିଁ ବସିଛନ୍ତି ଲୋକେ । ତେବେ ଶୃଙ୍ଖଳିତ ଓ…

ଗଳ୍ପ : ନୂଆବର୍ଷ

କୁଞ୍ଜବିହାରୀ ସାହୁ ଛେଳି କୁକୁଡାଙ୍କ ପାକସ୍ଥାଳୀରେ ନୂଆବର୍ଷ କଡ ଲେଉଟାଏ । ଭୋକିଲା ମଣିଷ ବ୍ୟସ୍ତ ବିବ୍ରତ ହୁଏ ସତେ ଯେମିତି ସେ ଜଣେ ନଅଙ୍କ ଦୁର୍ଭିକ୍ଷର ସ୍ତାବକ । ଆଖିରେ ସ୍ୱପ୍ନ ମାନଙ୍କୁ ଖୁନ୍ଦି ଖୁନ୍ଦି ନିଜର ଜିଭ ଲାଳସାକୁ ସାକାର କରେ । ପୈାଷର ଅସହ୍ୟ ଶୀତୁଆ ସକାଳକୁ ନିଘା…

ରୁଷ ଆକ୍ରମଣର ଜବାବ ଦେଲା ୟୁକ୍ରେନ: ବେଲଗୋରଦ ସହରରେ ବୋମାମାଡ, ୨୦ ମୃତ

ମସ୍କୋ:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ତେଜିଛି  । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହାର ଜବାବ ଦେଇଛି ୟୁକ୍ରେନ । ରୁଷ ଉପରେ ପ୍ରତି ଆକ୍ରମଣ କରି ପ୍ରତିଶୋଧ ନେଇଛି । ୟୁକ୍ରେନ ଆକ୍ରମଣରେ ୨ ଶିଶୁଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।  ରୁଷ ଅଧିକାରୀଙ୍କ କହିବା…

କବିତା : ଶେଷ ଦୃଶ୍ୟ

ରାମକୃଷ୍ଣ ମୁଁ ପହଁଞ୍ଚିବା ବେଳକୁ ଭାଙ୍ଗି ଆସୁଥିଲା ଆସର ତଥାପି ଶୁଣିବାର ସୌଭାଗ୍ୟ ମିଳିଲା ସବାଶେଷ ଗୀତର ସବାଶେଷ ଅନ୍ତରା ରାତି ଚୂପ୍ କରିଦେବାକୁ ବସିଥିବା ପକ୍ଷୀମାନଙ୍କ କୋରସ୍ ବି ଶୁଣିଲି ମୁଁ ବଞ୍ଚିଛି ବୋଲି ଜାଣି ଆଶ୍ବସ୍ତ ହେଲି ମୁଁ ଏଠି ଥିଲି ଯଦିଓ ନିଜ କବର…