ଆରମ୍ଭ ହେଲା ଗୁଣୁପୁରର ଲୋକ ମହୋତ୍ସବ ଚଇତି ଇଡିତାଲ, ଶୋଭାଯାତ୍ରାରେ ଦୁଲୁକିଲା ଗୁଣୁପୁର ସହର
ଗୁଣୁପୁର: ଆରମ୍ଭ ହେଲା ଗୁଣୁପୁରର ଲୋକ ମହୋତ୍ସବ ଚଇତି ଇଡିତାଲ । ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ର ଶୋଭାଯାତ୍ରାରେ ଦୁଲୁକିଲା ପୁରା ଗୁଣୁପୁର ସହର । ଗୁଣୁପୁର ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ…