Latest Odisha News

BREAKING NEWS

କବିତା : ଉଠ ଅର୍ଜୁନ

ପ୍ରସେନଜିତ ସେଠୀ ସୁସଜ୍ଜିତ ରଣକ୍ଷେତ୍ରେ, ଯୋଉଟି ନ୍ୟାୟ ହେବାର ଅଛି, ସତ୍ୟ ଓ ଧର୍ମର, ଯୋଉଟି ନାଶ ହେବାର ଅଛି, ଅନ୍ୟାୟ, ଅସତ୍ୟର, ସେଠି ଅର୍ଜୁନ ସାଜିଲେ କି ହେବ!! ଶୁଭେ ଘନଘନ ଶତ୍ରୁର ଗର୍ଜନ, ଯୋଉଟି ପ୍ରତିଶୋଧ ନେବାର ଅଛି, ହତ୍ୟାର, ଆପଣା ଜନର, ଯୋଉଟି ଗଢିବାର…

ଭାଷା ଭାଗବତ : ସର୍ବମୂଳ ସତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସତ୍ୟବାଦୀ ସଦା ଏକାକୀ ଥାଇ ହୁଏ ସର୍ବଦା ସୁଖୀ ମନୋଭାବ ସେ ରଖେ ଲେଖି ହୋଇଥାଏ କାଳର ସାକ୍ଷୀ ଲୋକସଂଗ କରେନି ଯେଣୁ ବଜାଏ ସେ ସତ୍ୟର ବେଣୁ ତହୁଁ ପାଏ ଅସରା ସୁଖ ଦେଖିପାରେ ସତ୍ୟର ମୁଖ ସତ୍ୟାନୁଭବ ହେବା ପରେ କାହାକୁ କେବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକି ଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର କାରଣ…

ଏମିତି ପ୍ରାଣୀ, ଯିଏ ୩୦ ଫୁଟ ଯାଏଁ ଡେଇଁପାରେ

ଦୁନିଆରେ ଭିନ୍ନ ଭିନ୍ନ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ସିଫାକାସ୍ ଅନ୍ୟତମ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରାଣୀ । ଏହି ପ୍ରାଣୀ ଗଛ ମଧ୍ୟରେ ୩୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ । ଏହାର ଚାଲିବାର ଶୈଳୀ ମଧ୍ୟ ଅଦ୍ଭୁତ । ସିଫାକାସ ଶରୀରର ଗୋଟିଏ ପାର୍ଶ୍ୱକୁ ଡେଇଁ ଡ଼େଇଁ ଯାଇଥାଏ । ଏହି କାରଣରୁ…

ଅଜବ ଟ୍ରେଣ୍ଡ୍‌: ଭୋଜିରେ ରୁଟି କରି ଖାଇଲେ ଅତିଥି

ସମୟ ବଦଳିବା ସହିତ ବିଭିନ୍ନ ଭୋଜିର ଟ୍ରେଣ୍ଡ୍ ମଧ୍ୟ ବଦଳିବାରେ ଲାଗିଛି । ନିକଟରେ ସେମିତି ଏକ ଭୋଜିର ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭୋଜିରେ ଅତିଥିମାନେ ରୁଟି ନିଜେ ତିଆରି କରି ଖାଉଛନ୍ତି । ଦିନ ଥିଲା ଯେତେବେଳେ ବିବାହ ହେଉ ବା ଅନ୍ୟ…

ଏରୋପ୍ଲେନ୍ ବ୍ୟାଗ୍‌, ଦାମ ଜାଣିଲେ ଉଡ଼ିଯିବ ହୋସ୍

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏବେ ସେମିତି ଏକ ବ୍ୟାଗ ଲଞ୍ଚ କରାଯାଇଛି, ଯାହାର ଦାମ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସେହି ମୂଲ୍ୟରେ ଭାରତର ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ଫ୍ଲାଟ୍ କିଣି ଦେଇପାରିବ ।ଏହି ବ୍ୟାଗର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କଲେ ମହିଳା

ମୁମ୍ବାଇ: ଅଧିକାଂଶ ଲୋକଙ୍କ ବିଭିନ୍ନ ଦେଶ ଭ୍ରମଣ କରିବା ସଉକ ଥାଏ । ହେଲେ ପଞ୍ଜାବର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜ ସଉକ ପୂରଣ କରିବା ପାଇଁ ହ୍ୱିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ କରିଛନ୍ତି । ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋର୍ଟସରେ…

ପରାଜୟ ସ୍ୱୀକାର କଲେ ଭୂପେଶ ବଘେଲ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଯାଇଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ତିନୋଟି ରାଜ୍ୟରେ ବିଜେପି ବିଜୟ ପତାକା ଉଠାଇଥିବାବେଳେ କେବଳ ତେଲେଙ୍ଗାନାରେ କଂଗ୍ରେସ ପିନ୍ଧିଛି ବିଜୟ ମୁକୁଟ । ଏଠାରେ କଂଗ୍ରେସ କେସିଆରଙ୍କ ବିଆରଏସକୁ ହରାଇ କଂଗ୍ରେସ ୬୭ ଆସନରେ ଜିତିଥିବାବେଳେ ବିଆରଏସ ୩୯ ଆସନରେ ଜିତିଛି…

ତେଲେଙ୍ଗାନା: ବିଜୟୀ ଦଳର କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହରାଇ ଚର୍ଟ୍ଟାରେ ଏହି…

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ସାମଗ୍ରିକ ବିଜୟ ସତ୍ତ୍ୱେ କାମାରେଡ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିର କଟିପଲ୍ଲୀ ଭେଙ୍କଟ ରାମନ୍ନା ରେଡ୍ଡୀ ଆଶ୍ଚର୍ଯ୍ୟଜନକ ଭାବେ ବିଜୟୀ ହୋଇଛନ୍ତି। ଏହି ଅପ୍ରତ୍ୟାଶିତ ବିଜୟ ରାଜ୍ୟର ରାଜନୈତିକ ମହଲକୁ ସରଗରମ କରିଛି। କାରଣ…

ମୁଖ୍ୟମନ୍ତ୍ରୀ ପଦବିରେ ଥାଇ ଏହି ନେତାମାନେ ଲଢିଥିଲେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ବାଜି ମାରି ନେଇଥିବା ବେଳେ ତେଲେଙ୍ଗାନା ହାତକୁ ଯାଇଛି କଂଗ୍ରେସ । ତେବେ ଏହି ସବୁ ରାଜ୍ୟ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ପଦବିରେ…