Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥ ନାମର ତାତ୍ପର୍ଯ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ ) କିନ୍ତୁ ଏହି ଦୁଇ…

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ…

ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବେ ମିଚେଲ୍

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ବିଶ୍ୱକପ୍ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମିଚେଲଙ୍କୁ ଖୁବ୍…

ଯୁବକଙ୍କ ମୁଣ୍ଡ ଭିତରୁ ବାହାରିଲା ଦୁଇଟି ଚପ୍‌ଷ୍ଟିକ୍‌

ଭିଏତନାମ: ନିକଟରେ ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୁଣ୍ଡରୁ ବାହାରିଛି ଦୁଇଟି ଚପ୍‌ଷ୍ଟିକ୍ । ଏହାଦେଖିବା ପରେ ଯୁବକଙ୍କ ଘର ଲୋକ ଓ ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅପରେସନ ପରେ ଏହି ଦୁଇଟି ଚପ୍‌ଷ୍ଟିକ୍‌କୁ ବାହାର କରିବାରେ…

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ । ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇଥାଏ ଆମ୍ବୁଲାନ୍ସ । ଏବେ ଆମ୍ବୁଲାନ୍ସକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ…

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିନ । ଏଥିରେ ପ୍ରଖ୍ୟାତ ବାଲୁକା କଳାକାରମାନେ ଅନନ୍ୟ ସୃଷ୍ଟିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିନରେ ବାଲୁକା ଶିଳ୍ପୀମାନେ ପରିବେଶ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ବାଲୁକାକଳା…

କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନମୋହିଲା

କୋଣାର୍କ : ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ…

ମାଇନସ୍‌୧୬ ଡିଗ୍ରୀ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍ କଲେ ମହିଳା

ସୈନିକମାନଙ୍କର ପ୍ରତ୍ୟେକ କାର୍ଯ୍ୟ କଷ୍ଟସାଧ୍ୟ ହୋଇଥାଏ ତାହା ସମସ୍ତେ ଜାଣନ୍ତି । ଉତ୍ତର ଭାରତରେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି । ଏପରି ପରିସ୍ଥିତିରେ ସେମାନେ ନିଜକୁ ଫିଟ୍ ଏବଂ ହିଟ୍ ରଖିବାକୁ ନିୟମିତ ବାୟାମ କରିଥାନ୍ତି । ଜଣେ ସୈନିକ ବରଫରେ ବ୍ୟାୟାମ…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଦ୍ୱିତୀୟ ଦିବସ

ଭୁବନେଶ୍ୱର : ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସରେ ଲେଖକ, ପାଠକ ଓ ପ୍ରକାଶକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା…

ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଅଫିସର

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ୧୧ ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ପ୍ରକାଶିତ…