IRCTC ୱେବସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି, ଇ-ଟିକେଟ ବୁକିଂରେ ବାଧାପ୍ରାପ୍ତ
ଭୁବନେଶ୍ୱର: ଅନଲାଇନରେ ହୋଇ ପାରୁନାହିଁ ରେଳ ଟିକେଟ୍ ବୁକିଂ। ଯାତ୍ରୀ ଅସନ୍ତୁଷ୍ଟ। ଆଇଆରସିଟିସି ୱେବସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହଜାର ହଜାର ଲୋକ ଅସୁବିଧାର…