ଦୀପାବଳିରେ ଅଘଟଣ : ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪ ବ୍ୟକ୍ତି
ପାରାଦୀପ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ସବୁଠି ବଡ ଧୂମଧାମ ସହକାରେ ଆନନ୍ଦ ଉହ୍ଲାସର ସହ ପର୍ବକୁ ପାଳନ କରାଯାଉଥିବାବେଳେ ଏକ ଅଘଟଣ ଘଟଣା ସାମ୍ନାକୁ ଆସିଛି । ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଛି । ଫଳରେ …