ପ୍ରଧାନମନ୍ତ୍ରୀ ଲେଖିଥିବା ମିଲେଟ ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗୀତ ‘ଏମ୍ବେଡେନ୍ସ ଇନ ମିଲେଟ୍ସ’ କୁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟେଗୋରିରେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ଗାୟକ ଫାଲଗୁନି ଶାହ ଏବଂ ଗୌରବ ଶାହଙ୍କ ଗୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଅଂଶ ବି ରହିଛି…