କବିତା : ପଞ୍ଜୁରୀ
ପ୍ରସେନଜିତ ସେଠୀ
ଶାରୀଟିଏ
ସେ ଭାବୁଥାଏ, ତା ଦୁନିଆ ସବୁଠୁ ବଡ଼
ଅନ୍ୟର ପଞ୍ଜୁରୀରେ ବନ୍ଦୀ ହୋଇ
ଅନ୍ୟମାନଙ୍କ ଶିଖାଉଥିବା କଥା କହି।
ସେ ଭାବେ
ସେ ତାର କର୍ତ୍ତବ୍ୟ କରୁଛି
ମୁଠାଏ ଆଧାର ପାଇଁ
ଜୀବନ ଜୀଇଁବା ପାଇଁ!
ସେ ଭାବେ
ସେଇ ତାର ସ୍ବର୍ଗ ସୁଖ
ପଞ୍ଜୁରୀ ବାହାର ଦୁନିଆକୁ…