ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଆଜି ଆଉ ଗୋଟେ ଧରା ପଡିଲା ମଣିଷଖିଆ ବାଘ
ନୂଆପଡ଼ା: ଜିଲ୍ଲାରେ ସରୁନି ବାଘ ଆତଙ୍କ। ଗତକାଲି ଗୋଟିଏ ବାଘ ଧରାପଡିଥିଲା। ଆଜି ଆଉ ଗୋଟେ ବାଘକୁ ଦେଖିଲେ ଲୋକେ। ସୂଚନା ଅନୁସାରେ ରବିବାର ସକାଳେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଏକ ବାଘ ଆତଙ୍କ ଖେଳାଇ ଦେଇଛି ।
ଫଳରେ ଗାଁ ଲୋକେ ପୁଣି ଡରି ଯାଇଛନ୍ତି। ଗ୍ରାମବାସୀ ଘଟଣା…