ବାଘ ଆତଙ୍କରେ ଅନ୍ତ : ଧରାପଡିଲା ମଣିଷଖିଆ ବାଘ, ଗତ ୫ ଦିନ ହେବ ଖେଳାଉଥିଲା ଆତଙ୍କ
ନୂଆପଡା : ବାଘ ଆତଙ୍କରେ ଅନ୍ତ । ଧରାପଡିଲା ମଣିଷଖିଆ ବାଘ । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ ହୋଇଛି । ଗତ କିଛି ଦିନ ହେବ ନୂଆପଡା ଅଞ୍ଚଳରେ ଆତଙ୍କ ମଚାଇଥିଲା । ଲୋକେ ଭୟଭୀତ…