Latest Odisha News

BREAKING NEWS

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ଅବସରରେ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ସେ ଦିନିକିଆ କ୍ରିକେଟରେ ୮ମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ସଚିନ ୭ଥର ଏହି ସଫଳତା ହାସଲ କରିଥିଲେ । ସେ…

ସୋନିଆ କହିଲେ,’ଏକ୍ସପେରିମେଣ୍ଟ କରନି, କଂଗ୍ରେସକୁ ଭୋଟ ଦିଅ’

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରାଣ୍ଟ ଶାସନରେ ଥିବାବେଳେ ବିରୋଧୀ ଦଳରେ ଜୋରାମ ପିପୁଲସ ମୁଭମେଣ୍ଟ ବା ଜେଡପିଏମ ରହିଛି। ତେଣୁ ଉଭୟ ଶାସକ ଓ…

ପ୍ରଥମ ଥର ଓଡିଶାରେ ଆୟୋଜିତ ହେବ ମିଲେଟ୍ ସମ୍ମିଳନୀ

ଭୁବନେଶ୍ୱର: ମିଲେଟ ବା ମାଣ୍ଡିଆ ଯାହାର ଏବେ ଲୋକପ୍ରିୟିତା ବେଶ ବୃଦ୍ଧି ପାଇବାରେ ଲାଗିଛି । ଦିନ ଥିଲା ମାଣ୍ଡିଆ କେବଳ ଗରିବଙ୍କ ଖାଦ୍ୟ ଭାବେ ଜଣାଯାଉଥିଲା । ହେଲେ ଏହା ଏବେ ଧନୀଙ୍କ ଖାଦ୍ୟ ହୋଇଯାଇଛି । ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି ।…

ଟିମ ଇଣ୍ଡିଆର ଦଳଗତ ପ୍ରଦର୍ଶନ: ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ଲକ୍ଷ୍ୟ

ୱାଙ୍ଖେଡ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୩୫୭ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୪ ରନ କରି ଆଉଟ ହେବା ପରେ ବିରାଟ କୋହଲି…

ମଧ୍ୟପ୍ରଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଓ କଂଗ୍ରେସ ପ୍ରତିନିଧିଙ୍କ ଅଭିନବ ପନ୍ଥା

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଏବେ ଅନେକ ସ୍ଥାନରେ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଆଉ ଜନତାଙ୍କୁ ଦେଉଛନ୍ତି ପୁଳା ପୁଳା ପ୍ରତିଶୃତି । ନିକଟରେ ତେଲେଙ୍ଗାନା ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାସ୍ତା କଡ ଏକ ଦୋକାନରେ ଦୋସା…

ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ: ଜାଣନ୍ତୁ ପୂରା ବିବରଣୀ

ଭୁବନେଶ୍ୱର: ସ୍ୱଚ୍ଛତା ଭିତ୍ତିରେ ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଏହି କାର୍ଯ୍ୟ ସଠିକ ଭାବେ କରାଯିବ ସେ ନେଇ ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ  ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ…

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଝାମ୍ପି ନେଲେ ଲୁଟେରା

ଖୋର୍ଦ୍ଧା: ଟଙ୍କା ଆଦାୟ କରି ଫେରୁଥିଲେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଛଡାଇନେଲେ ଲୁଟେରା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମରେ । ହେଲେ ଲୁଟ ବେଳେ ୨ ଲୁଟେରାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଜିମାରେ ଦେଇଛନ୍ତି । ଖବର…

‘ଆମ ଓଡ଼ିଶା- ନବୀନ ଓଡ଼ିଶା’ରେ ଯୋଡି ହେଲା ଆଉ ଦୁଇ ଜିଲ୍ଲା, ଫୋକସରେ ପ୍ରତି ପଞ୍ଚାୟତ, ପ୍ରତି ଗାଁ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ…

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ, ଲାଞ୍ଚ ନେବାବେଳେ ଧରାପଡିଲେ

ମାଲକାନଗିରି: ଏପଟେ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ସେପଟେ କିନ୍ତୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜ ଚନ୍ଦ୍ର ବଳ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ । ସୂଚନା…