Latest Odisha News

BREAKING NEWS

ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍ ଆଉଟ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଂଘମ ଏଗେନ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏଥର ଫିଲ୍ମ ଷ୍ଟାର କାଷ୍ଟ ମଧ୍ୟ ବହୁତ ଭଲ । ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ‘ସିଂଘମ…

ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ

ପାଟନା: ଆଗାମୀ ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ । ସେ ଆରାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୱନ ସିଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ଦାବି କରିନାହାଁନ୍ତି । କିନ୍ତୁ ଯେତେବେଳେ ତାଙ୍କୁ…

ନଭେମ୍ବର ୮କୁ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘର ବଡ ନିଷ୍ପତ୍ତି । ରାଜ୍ୟରେ ବସ୍ ଧର୍ମଘଟ ନେଇ ଆସନ୍ତା ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳୀ ମାଧ୍ୟମରେ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ ।…

ରିଲିଜ୍ ହେଲା ‘ଦି ଲେଡି କିଲର’ଟ୍ରେଲର , ଭିନ୍ନ ଲୁକ୍‌ରେ ନଜର ଆସିଲେ ଅର୍ଜ୍ଜୁନ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜ୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଏଥିରେ ଅର୍ଜ୍ଜୁନଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ଭୂମି ପେଡେନକର । ଏହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି…

ଦୀପାବଳୀରେ କାହିଁକି ଜଳାଯାଏ ମାଟି ଦୀପ? ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ବ…

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । ଏହା ପୂର୍ବରୁ ଘକୁ ସୁଦ୍ଧପୂତ ଭାବେ ସଫା କରି ଲୋକମାନେ ନୂତନ ପୋଷାକ ପିନ୍ଧନ୍ତି । ରଙ୍ଗୋଲିରେ ସମଗ୍ର ଘରକୁ ସଜାନ୍ତି, ଏହା ପରେ…

ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଉଭୟ ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରି ଆଫଗାନିସ୍ତାନ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ୨୪୨ ରନର ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ହସମୁତାଲ୍ଲାହ ଶାହୀଦ ୫୮ ଓ ଅଜମୁତାଲ୍ଲା…

କୋଟିପତି ବୃଦ୍ଧ ନାବାଳିକାଙ୍କୁ କଲେ ବିବାହ , ମା’ ଓ ମାଉସୀଙ୍କୁ ଦେଇଥିଲେ ଉଚ୍ଚପଦରେ ଚାକିରି

ନୂଆଦିଲ୍ଲୀ: ଜଣେ କୋଟିପତି ବୃଦ୍ଧ ନିକଟରେ ଜଣେ ନାବାଳିକାଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି । କେବଳ ସେତିକି ନୁହେଁ, ବିବାହ ପୂର୍ବରୁ ବୃଦ୍ଧ ଜଣକ ନାବାଳିକାଙ୍କ ମାଆ ଓ ମାଉସୀଙ୍କୁ ଉଚ୍ଚପଦବୀରେ ଦେଇଛନ୍ତି ଚାକିରି । ବୃଦ୍ଧ ଜଣକ ଏମିତି ସେମିତି ଲୋକ ନୁହଁନ୍ତି, ସେ ବ୍ରାଜିଲର ମେୟର ।…

ଟ୍ରେନ ରହଣି ଦାବି ନେଇ ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ରେଳ ରୋକ ଅନ୍ଦୋଳନ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି। ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ସୁସ୍ଥ ହେଉଛନ୍ତି ହାର୍ଦ୍ଦିକ, ନକ ଆଉଟରେ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ଦ୍ରୁତ ବେଗରେ ମୁକୁଳିବାରେ ଲାଗିଛନ୍ତି । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କିଛି କୁହାଯାଇ ନାହିଁ । ତେବେ ମିଡିଆ…

ପର୍ଯ୍ୟାପ୍ତ ପଦକ୍ଷେପ ନଥିବାରୁ ଆକୃତିହୀନ ପଥର ସ୍ତୁପରେ ପରିଣତ ହୋଇପାରେ କୋଣାର୍କ

ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇନଟାକ (INTACH) ଏବଂ କେପିଏଚ୍ ଟ୍ରଷ୍ଟ (KHPT)ର ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଦଶନ୍ଧିରେ ଉଭୟ ଇନଟାକ ଏବଂ କେଏଚପିଟି କୋଣାର୍କ ଓ ଏହାର ସଂରକ୍ଷଣ ପ୍ରସଙ୍ଗରେ ଅନେକ ବୈଠକ ଏବଂ ସେମିନାର କରାଯାଇଛି।…