Latest Odisha News

BREAKING NEWS

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ମାଟିରେ ମିଶିଲା ମହିମା ମଠ, ଶିଖରଚଣ୍ଡି ପାହାଡରେ ବେଆଇନ ଉଚ୍ଛେଦ

ଭୁବନେଶ୍ଵର: ମାଟିରେ ମିଶିଲା ଶିଖରଚଣ୍ଡି ପାହାଡ ପାଦରେ ଥିବା ମହିମା ମଠ । ମହିମା ମଠ ଆଶ୍ରମକୁ ଆଜି ଭାଙ୍ଗିଛି ବିଡିଏ । ଜବରଦଖଲ କରି ବେଆଇନ ଭାବରେ ପ୍ରାୟ ଦୀର୍ଘଦିନ ଧରି ଏହି ଆଶ୍ରମଜୁ ଗଢି ତୋଳିଥିଲେ ଏହି ଆଶ୍ରମରେ ଥିବା ଜଣେ ବାବା । ପ୍ରାୟ ଦୁଇ ଏକର ଜମିରେ ପରିବ୍ୟାପ୍ତ ଥିଲା ଏହି ମଠ ।…

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ…ଧ୍ୱଂସ ସ୍ତପ ଭିତରେ ମରି ଶୋଇଛି ମା’, ସ୍ତନ୍ୟପାନ କରି ଚାଲିଛି ମାସକର ଶିଶୁ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧକ୍ଷେତ୍ରରୁ ଆସୁଛି ଭୟଙ୍କର ଦୃଶ୍ୟ । ଶୁଣିଲେ ଆଖି ଓଦା ହୋଇଯିବ ।  ଶ୍ୱାସରୁଦ୍ଧ ହୋଇଯିବ । ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟ ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର…

ବିଶାକ୍ତ ଖାଦ୍ୟ ଖାଇ ୨୪ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା । ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ…

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ଜାଣନ୍ତୁ କାହିଁକି

ଭୁବନେଶ୍ଵର: ବିଜେବି ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ୨୦୨୨…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କ ଶଙ୍ଖାରୀ ଗସ୍ତ

ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ବିଭାଗ ପକ୍ଷରୁ…

ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଭଦ୍ରକ: ରାତି ଅଧରେ ମାତିଲେ ଲୁଟେରା । ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କରି ରାତି ଅଧରେ ଘରେ ପଶି ଲୁଟିନେଲେ ୩ଲକ୍ଷ ଟଙ୍କା ସହ ସୁନାଗହଣା । ସେତିକିରେ ବି ମନ ମାନିଲାନି ଯେ ସ୍ଵାମୀଙ୍କୁ ଗୋଟେ ଘରେ ତାଲା ପକେଇ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ…

ମେଡିକାଲ କଲେଜରେ ନାମ ଲେଖାଇବା ନାଁ ରେ ଠକେଇ, ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା'ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି,…

ରହସ୍ୟମୟୀ ଗୁମ୍ପା: ଏଠାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ…

ଡେରାଡୁନ୍ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ସାହସ୍ରଧାରା ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ  । ଯଦିଓ ଏଠାରେ ଅନେକ ଗୁମ୍ଫା ରହିଛି , କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ହେଉଛି ଦ୍ରୋଣ ଗୁମ୍ପା ।  ଏହାର ଇତିହାସ ମହାଭାରତ ସମୟ ସହିତ ଜଡିତ । ଏହି…

ଖୋର୍ଦ୍ଧାରେ ବେଆଇନ୍ ବାଣ ଗୋଦାମରେ ରେଡ୍ : ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ଆରମ୍ଭ ହେଲାଣି  । ଏହାରି ମଧ୍ୟରେ ଖୋର୍ଦ୍ଧାର ଏକ ବେଆଇନ ବାଣ ଗୋଦାମରେ ଚଢାଉ କରାଯାଇଛି । ବେଗୁନିଆ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଡ ଗାଁରେ ଥିବା ଏକ…