Latest Odisha News

BREAKING NEWS

ପାର୍ବଣ ୠତୁକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ନିୟମ ଉଲ୍ଲଙ୍ଘନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା: ଆରମ୍ଭ ହେଲା ପାର୍ବଣ ଋତୁ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ପାର୍ବଣ ଋତୁରେ ମହାଳୟା ସହ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ…

ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ, ୨ ଗୁରୁତର

ଯାଜପୁର: ରାତି ୮ଟା ସମୟରେ ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ। କିରଣ ଲାଇଟ୍ ହାଉସ ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ। ଅଗ୍ନିକାଣ୍ଡରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି…

ବିଶ୍ୱକପର ସବୁଠାରୁ ରୋମାଂଚକ ମୁକାବିଲା ପାଇଁ ଭାରତ-ପାକିସ୍ତାନ ପ୍ରସ୍ତୁତ

ଅହମ୍ମଦାବାଦ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକ ମୁକାବିଲା । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱର ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବ । ରାତିରେ ନିଜ ହଜେଇ କ୍ରିକେଟ ପ୍ରଶଂସକ ଏହି ମୁକାବିଲା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବର୍ଷାର…

ସୁରକ୍ଷିତ ଭାବେ ଓଡ଼ିଶା ଫେରିବେ ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକ, ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲାଓସ୍‌ରେ ଓଡ଼ିଆ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ। ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରାଇ ଆଣିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡା…

ଏଥର ୮ ଦିନ ପାଇଁ ବାଲିଯାତ୍ରା, ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ହେବ ଯାତ୍ରାର ମୁଖ୍ୟ ଆକର୍ଷଣ

କଟକ: କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ, ସିଏମସି ଏବଂ ସହରର…

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ, କରୁଛନ୍ତି ବହୁତ ପରିଶ୍ରମ

ମୁମ୍ବାଇ: ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ଏହି ଚରିତ୍ରରେ ତାଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ । ଏଥିପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଯେଉଁଥିରେ ସେ ପାରାମିଲିଟାରୀ ଅଫିସର ଭୂମିକାରେ ଅଭିନୟ କରିବେ ।ଦୀର୍ଘ ସମୟ ପରେ ସଲମାନ ଏକ ଫିଲ୍ମ…

ଶର୍ମିଳାଙ୍କ ହାତ ଧରିଲେନି ରାହୁଲ, ଏବେ ଏକା ଲଢ଼ିବେ

ଭୁବନେଶ୍ୱର: ଉଦ୍ୟମ ବ୍ୟର୍ଥ ହେଲା। ଆଶା ଭାଙ୍ଗିଗଲା। ଆଉ କଂଗ୍ରେସ ସହ ନୁହେଁ ବରଂ ଏକାକୀ ତେଲେଙ୍ଗାନାର ସମସ୍ତ ୧୧୯ ଟି ବିଧାନସଭା ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା। ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ ବୈଠକରେ ସେ ଏହି…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ଇନସ୍ପିରୋନ୍ ପ୍ରଦର୍ଶନୀ ଓ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଶୁକ୍ରବାର "ଇନ୍‌ସ୍ପିରୋନ ପ୍ରଦର୍ଶନୀ ଏବଂ ଫନ୍ ବିଙ୍ଗ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ପ୍ରିୟା ବାଧୱା ଓ ଅନ୍ତର୍ଜାତୀୟ ପାଠ୍ୟକ୍ରମ ମୁଖ୍ୟ ରୋରି ମ୍ୟାକନାମାରା ପ୍ରମୁଖଙ୍କ ଉପସ୍ଥିତିରେ…

ଡାରୱିନ, ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବାକୁ ଆମେ ଏଠାରେ ବସିନୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡାରୱିନଙ୍କ ଜୈବ ବିବର୍ତନ ଥିଓରୀ ଓ ଆଲବର୍ଟ ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଆମେ ଏଠାରେ ବସି ନାହୁଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଏକ ମାମଲାର ଶୁଣାଣୀ କରି କହିଛନ୍ତି । ଡାରୱିନଙ୍କ ଥିଓରି ଓ ଆଇନଷ୍ଟାଇନଙ୍କ ତଥ୍ୟରେ ସୁଧାର ଆସିବା ଉଚିତ ବୋଲି ଦର୍ଶାଇ ଏକ…

ବିଜେଡିର ଚିନ୍ତା ବଢ଼ାଉଛନ୍ତି ଅମାନିଆ ନେତା !

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଆସନ୍ନ ହେଉଥିବା ବେଳେ ଦଳ ବିଭିନ୍ନ ଆକର୍ଷଣୀୟ ସ୍କିମ ମାଧ୍ୟମରେ ଓଡିଶାବାସୀଙ୍କ ମନ…