Latest Odisha News

BREAKING NEWS

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ନରମିଲେ ସରକାର: ଗୃହ ବିବରଣୀରୁ ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ବାଦ୍ ଦେଲେ

ଭୁବନେଶ୍ୱର:ଶେଷରେ ନରମିଲେ ସରକାର । ବିରୋଧୀ ଦଳଙ୍କ ଚାପରେ ଗୃହ ବିବରଣୀରୁ ବାଦ୍ ଦେଲେ 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନାହି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦିଆ ଯାଇଥିବା…

ହାତୀ-ମାଲିକଙ୍କ ପ୍ରେମ: ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ପଶୁମାନେ ଥରେ ମଣିଷଙ୍କୁ ଭଲ ପାଇ ବସିଲେ, କେବେ ପ୍ରତାରଣା କରନ୍ତି ନାହିଁ । ଏମିତି କି ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ…

ରାଜନୈତିକ ମୋଡ ନେଉଛି ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା: ୪ରେ ବିଶାଳ ଆନ୍ଦୋଳନ

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଉଛି । ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ସୁସ୍ମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ…

ରାହୁଲ କହିଲେ ଏମପିରେ ହେବ ଗାନ୍ଧୀ ଗୋଡସେ ଲଢେଇ

ଭୁବନେଶ୍ୱର: ସରଗରମ ହେଉଛି ମଧ୍ୟପ୍ରଦେଶ ରାଜନୀତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ବି ଆସୁଛି। ବିଜେପି ନିଜର ରଣନୀତି ବଦଳାଇବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିର୍ବାଚନ ମଇଦାନକୁ ଓଲ୍ହାଉଛି। କିନ୍ତୁ ଟାଇମସ ନାଓ ନବଭାରତ ପକ୍ଷରୁ…

ଗୋଟିଏ ଦିନରେ ଡ଼ବଲ ଧମାକା: ଶାହରୁଖ୍ ଓ ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ୍ ଶାହାରୁଖ ଖାନ୍ ଓ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ଚଳିତ ବର୍ଷ ଖ୍ରୀଷ୍ଟମାସ ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ଠିକ୍ ସେହି ସମୟରେ ଶାହରୁଖଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଭାସଙ୍କ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

ଦୁନିଆର ସବୁଠୁ ଲମ୍ବା ନାକ ଥିବା କୁକୁର

ନ୍ୟୁୟର୍କ: ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି । ସେଥିଲାଗି ସେମାନେ ଘରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ରଖିଥାନ୍ତି । କେବଳ ସେତିକି ନୁହେଁ, ତାର ଯତ୍ନ ମଧ୍ୟ ନିଜ ପିଲାପରି ନେଇଥାନ୍ତି । ଅନେକ କୁକୁର ଦେଖିବାକୁ ଖୁବ୍ ସୁନ୍ଦର ବି ହୋଇଥାନ୍ତି । ହେଲେ ଆପଣ ଦୁନିଆର ସବୁଠୁ…

୧୫୪ ଗାନ୍ଧୀଙ୍କ ଶୋଭାଯାତ୍ରା: ‘ବନ୍ଦେ ମାତରମ’ ନାରାରେ କମ୍ପିଲା ବଡଦାଣ୍ଡ

ପୁରୀ:ଗୋଟିଏ ବା ଦୁଇଟି ନୁହେଁ, ବାହାରିଲେ ୧୫୪ ଗାନ୍ଧୀ । ବଡଦାଣ୍ଡରେ ଜାତୀୟ ପତାକା ଓ ଝାଡୁ ଧରି ବାହାରିଲେ ୧୫୪ ଗାନ୍ଧୀ । ଗାନ୍ଧୀ ଜୟନ୍ତୀର ଦିନକ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରର ବଡଦାଣ୍ଡରେ । ଗାନ୍ଧୀଜୀଙ୍କ ବାର୍ତ୍ତା ଏବଂ ଜନମାନସରେ ପହଞ୍ଚାଇ ଏକ ସଚେତନତା…

କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ: ଧାରୁଆ ଅସ୍ତ୍ରରେ କାଟିଦେଲେ ହାତ ଓ ଗୁପ୍ତାଙ୍ଗ

ଭଦ୍ରକ:  କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ ।  ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟି  ଦେଇଛନ୍ତି କଏଦୀ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଚାରଧିନ ବନ୍ଦୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ   ସ୍ତ୍ରୀକୁ…