ପାଣି ଛିଟାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଫେରାର୍ , ପୋଲିସର ତଦନ୍ତ ଜାରି
ପାରାଦୀପ : ପାଣି ଛିଟା ରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତାରେ ପାଣି ଛିଟିକି ପଡିବାରୁ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ଯାହାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ପଡା ଅଞ୍ଚଳରେ । ସୂଚନା ମୂତାବକ ଗତକାଲି…