Latest Odisha News

BREAKING NEWS

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା..ଆଗକୁ ଯିବାର ରାସ୍ତା ମିଳିଗଲା’

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ ଦେଲେ ।’ ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ପରେ ଜଟଣୀ ବିଧାୟକ…

ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଘଟଣ: ପିରାମିଡ ଭାଙ୍ଗି ୧୯୫ ଆହତ

ମୁମ୍ବାଇ: ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଯାଇଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ଏହାରି ଭିତରେ ମୁମ୍ବାଇ ସହରରେ ଘଟିଛି ବଡ ଅଘଟଣ । ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନେକ ଯୁବକ ପିରାମିଡ ଭାଙ୍ଗିବା…

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍…

ଇତିହାସ ରଚିଲେ ରୋହନ ବୋପାନ୍ନା: ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବୟୋଜ୍ୟେଷ୍ଠ ଖେଳାଳି( ୪୩ ବର୍ଷ, ୬ମାସ) ଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ କାନାଡାର ଡାନିଏଲ ନେଷ୍ଟରଙ୍କ ନାମରେ ରହିଥିଲା ।…

ପାଣି ପାଇଁ ପ୍ରତିବାଦ: ଗରା,ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା

ଗଞ୍ଜାମ: ଖରାଦିନେ ପାଣି ଅଭାବର କଥା ଶୁଣିଛନ୍ତି କିନ୍ତୁ ବର୍ଷା ଦିନେ ପାଣି ସମସ୍ୟା କଥା କେବେ ଶୁଣିଛନ୍ତି କି ? ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥ ପ୍ରସାଦ…

ହେଲାନି ପହୁଡ ନୀତି, ଅନିଦ୍ରା ରହିଲେ ଶ୍ରୀଜିଉ

ପୁରୀ: ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ। ଶ୍ରୀମନ୍ଦିରରେ ହେଲାନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ଫଳରେ ରାତିସାରା ଅନିଦ୍ରା ରହିଲେ ଶ୍ରୀଜିଉ । ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତି ଶ୍ରୀଜିଉ ମାନଙ୍କ ପହୁଡ ନୀତି ହୋଇନଥିବା ସୂଚନା…

୧୨ଘଣ୍ଟିଆ ହିନ୍ଦୋଳ ବନ୍ଦ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ

ହିନ୍ଦୋଳ : ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ  । ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି । ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଯାନବାହନ…

ହାଇଦ୍ରାବାଦରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ , ୩ ଓଡିଆ ଶ୍ରମିକ ମୃତ, ୩ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଘଟଣ  । ଏକ ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡ଼ି ୩ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି  । ମୃତକ ମାନେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ବଡପଦା ଗାଁର ସନ୍ତୁ ବଡ ନାୟକ , ସୋନିଆ ବଡନାୟକ ଓ ସୋନିଆ କଲମ ବୋଲି ଜଣାପଡିଛି  ।…

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଛି ଦିନ ତଳେ ମନ୍ମଥ ଗଣମାଧ୍ୟମକୁ କଂଗ୍ରେସ ଟିକେଟରେ…

ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଲା ଜଓ୍ୱାନ, କଲା ଏତିକି ଟଙ୍କା ଆୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ ଶାହରୁଖ ଖାନ ପୁଣିଥରେ 'ଜୱାନ' ସହିତ ବଡ ପରଦାରେ ଏଣ୍ଟ୍ରି ମାରିଛନ୍ତି।  ଆଶ୍ଚର୍ଯ୍ୟଜନକ କଥା ହେଉଛି କିଙ୍ଗ ଖାନଙ୍କ 'ଜୱାନ୍' ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ଇଣ୍ଡଷ୍ଟ୍ରିର ଦୀର୍ଘ ଦିନର ଇତିହାସକୁ ବଦଳାଇ ଦେଇଛି । ଅଧିକାଂଶ ଚଳଚ୍ଚିତ୍ରର…