ବ୍ରହ୍ମପୁର: ବାଇକ ଓ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଇକ୍ ଓ ମୋବାଇଲ୍ ଚୋରି ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସପି କହିଛନ୍ତି ଯେ, ଗତ ୩ ତାରିଖରେ ବ୍ରହ୍ମପୁରର ୪ର୍ଥ ଲେନ, ଆଙ୍କୁଲିସ୍ଥିତ ନିଗମ ନଗରର ନାରାୟଣ…