Latest Odisha News

BREAKING NEWS

ବିବାହ ଭୋଜିକୁ ପଶି ଆସିଲା ଭାଲୁ: ଖାଇଗଲା ମିଠା

ନ୍ୟୁୟର୍କ: ସାଧାରଣତଃ କିଛି ଲୋକ ଖାଦ୍ୟ ଲୋଭରେ ବିବାହ ଭୋଜିରେ ସାମିଲ ହୋଇଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ଭାଲୁ ବିବାହ ଭୋଜିକୁ ଆସି ସବୁ ମିଠା ଖାଇଗଲା । ନିକଟରେ ଆମେରିକାରେ ରହୁଥିବା ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ…

ଇଂଲିଶ ମିଡିୟମ ସ୍କୁଲରେ ଓଡ଼ିଆ ଏବଂ ଏନସିଇଆରଟି ବହି ମାଗଣାରେ ଯୋଗାଇବାକୁ ଦାବି

ଭୁବନେଶ୍ୱର: ରାଜ୍ୟର ସମସ୍ତ ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକୁ ଅନୁମୋଦନ କରିବାର ଗୋଟିଏ ଦିନ ପରେ ଓଡ଼ିଶା ଅଭିଭାବକ ମହାସଙ୍ଘ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପାଇଁ ଅନୁରୂପ ସୁବିଧା…

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ-ମାଲେସିଆ ଫାଇନାଲ

ମାଡ୍ରାସ: ସ୍ଥାନୀୟ ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ…

କଞ୍ଚା ଲଙ୍କା ସିନେମା ହଲ୍ : ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ, ରିଲିଜ ହେଲା ‘ଟି’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ । ଶୁଭାରମ୍ଭ ହେଲା କଞ୍ଚାଲଙ୍କା ସିନେମା ହଲ । ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍‌ରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍‌’ ଶୁଭାରମ୍ଭ କରିଛି । ପ୍ରଥମ…

ବ୍ରହ୍ମପୁର: ବାଇକ ଓ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଇକ୍ ଓ ମୋବାଇଲ୍ ଚୋରି ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସପି କହିଛନ୍ତି ଯେ, ଗତ ୩ ତାରିଖରେ ବ୍ରହ୍ମପୁରର ୪ର୍ଥ ଲେନ, ଆଙ୍କୁଲିସ୍ଥିତ ନିଗମ ନଗରର ନାରାୟଣ…

ଲକ୍ଷ୍ନୌରୁ ଉଦ୍ଧାର ହେଲା ଓଡିଆ ଯୁବତୀଙ୍କ ମୃତ ଦେହ

ଭୁବନେଶ୍ୱର: ଲକ୍ଷ୍ନୌର ବୃନ୍ଦାବନ କଲୋନୀ ଅଞ୍ଚଳରୁ ଗୁରୁବାର ଏକ କାର ପଛ ସିଟ୍ରୁ ଓଡ଼ିଶାର ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଜବତ ହୋଇଥିବା ଦୁଇଟି ଫୋନ ମଧ୍ୟରୁ ଗୋଟିଏକୁ ପୁଲିସ ଖୋଲିବା ପରେ ତାଙ୍କର ପରିଚୟ ଜାଣିପାରିଥିଲେ। ସେ ଭୁବନେଶ୍ୱରର ବାସିନ୍ଦା।…

ବାସ୍କେଟ ଘର: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ନ୍ୟୁୟର୍କ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ସେହିପରି ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ…

ଡୁରାଣ୍ଡ କପ ଫୁଟବଲ: ଓଡିଶାର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆସାମର କୋକ୍ରାଝର ସାଇ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୨-୧ ଗୋଲରେ ରାଜସ୍ଥାନ ୟୁନାଇଟେଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ…

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଥିବା ପୂର୍ବତନ ବିଧାୟକଙ୍କୁ ଜାମିନ୍

କଟକ: ୧୯୯୫ ମସିହାରେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପତ୍ନୀଙ୍କ ମୃତ୍ୟୁର ପ୍ରାୟ ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ…