ଅଭୁଲା ଗୀତ : ବନଫୁଲ ବନେ
ଗାୟନ : ପ୍ରଫୁଲ୍ଲ କୁମାର ସିଂହଦେଓ
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍, ୧୯୫୦
ବନଫୁଲ ବନେ
ବନଫୁଲ ବନେ ଝାଉଁଳିଲା
ବନଫୁଲ ବନେ ଝାଉଁଳିଲା
ଦଗାଦିଆ ଭଅଁର ସେ
ଦୂର ଦେଖା ଦେଲାରେ
ଦଗାଦିଆ ଭଅଁର ସେ
ଦୂର ଦେଖା ଦେଲାରେ
ସଞ୍ଜ ଗଡ଼ି ରାତି ହେଲା…