ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାର୍ଦ୍ଧ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ଏକ ଲୌକିକ ନାମ ଅଭଡ଼ା ବୋଲି ଆମେ ଆଲୋଚନା କଲେ। ସେହିପରି ଅନ୍ୟ ଏକ ବିଶେଷ ପ୍ରଚଳିତ ଶବ୍ଦ ହେଲା "ମହାର୍ଦ୍ଧ "। ବିଶେଷ ଭାବରେ ପୁରୀ ସହରରେ ଏହି…