Latest Odisha News

BREAKING NEWS

ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅଦା, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଫିଲ୍ମର ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ ଅଭିନେତ୍ରୀ ଅଦା ଶର୍ମା । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖାଦ୍ୟ ଆଲର୍ଜି ଏବଂ ଡାଇରିଆ ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଥିବା ଜାଣିବାକୁ ମିଳିଛି । ଏହି ଖବର ଶୁଣିବା…

୬ ହଜାର କୋଟି ପର୍ଯ୍ୟନ୍ତ ଯାଇପାରେ ବିସିସିଆଇ ବ୍ରଡକାଷ୍ଟ ରାଇଟ୍ସ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ବ୍ରଡକାଷ୍ଟ ରାଇଟ୍ସ ପାଇଁ ଟେଣ୍ଡର ଜାରୀ କରିଛି । ଆଗାମୀ ୫ ବର୍ଷ ପାଇଁ ପ୍ରସାରଣ ରାଇଟ୍ସ ହାତେଇବା ପାଇଁ ଆଗ୍ରହୀ କମ୍ପାନୀକୁ ୧୫ ଲକ୍ଷରେ ଟେଣ୍ଡର ଡକ୍ୟୁମେଂଟ ଟ୍ୟାକ୍ସ ଅର୍ଥ ଛାଡିକରି କିଣିବାକୁ ପଡିବ । ଏହାକୁ ଫେରସ୍ତ କରାଯିବ ନାହିଁ…

ଏମିତି ଏକ ଷ୍ଟ୍ରବେରୀ, ଯାହାର ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନ: ଫଳ ଏବଂ ପନିପରିବା ବିଷୟରେ କହିବାକୁ ଗଲେ, ଏମିତି କିଛି ଫଳ ଅଛି, ଯାହା ପ୍ରତ୍ୟେକ ଋତୁରେ ମହଙ୍ଗା ରହିଥାଏ । ଆଉ କିଛି ଫଳର ମୂଲ୍ୟ ଋତୁ ଅନୁଯାୟୀ ବୃଦ୍ଧି ଏବଂ ହ୍ରାସ ପାଇଥାଏ । ତଥାପି, ଏପରି କିଛି ଫଳ ଅଛି, ଯାହାର ମୂଲ୍ୟ ସେମାନଙ୍କର ବିଶେଷତା ହେତୁ ହଜାରେ ଏବଂ ଲକ୍ଷକୁ ଟପିଥାଏ ।…

ରୋମ୍ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଶାଢି ପିନ୍ଧାରେ ଭାରତୀୟ ମହିଳାଙ୍କ ସହିତ ବିଶ୍ୱର ଅନ୍ୟ କୌଣସି ଦେଶର ମହିଳାଙ୍କୁ ତୁଳନା କରା ନ ଯାଇପାରେ । କାରଣ ଶାଢି ହେଉଛି ଭାରତୀୟ ସଂସ୍କୃତିର ଏ୍ୟୌତିହ୍ୟ, ଯାହାକୁ ସାରା ବିଶ୍ୱ ଅନୁକରଣ କରେ । ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫେଶନ ଶୋରେ ଶାଢି ପିନ୍ଧା…

ଝିଅ ସହ ସମୁଦ୍ରରେ ସମୟ କାଟୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ପରିବାରକୁ ଅଧିକ ସମୟ ଦେଉଛନ୍ତି । ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସ୍ୱାମୀ ନିକ୍ ଜୋନାସ ଓ ଝିଅଙ୍କ ସହ ସମୟ କାଟିଥାନ୍ତି ପ୍ରିୟଙ୍କା । ଏବେ ସେ ଝିଅ ସହ ସମୁଦ୍ରରେ ଖେଳୁଥିବାର ନଜର ଆସିଛନ୍ତି । ଏହାର କିଛି ଫଟୋ…

ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!

ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

ଏମିତି ଏକ ଗାଁ ଯେଉଁଠି ରାବଣ ପୂଜା ପାଆନ୍ତି, ଜୟ ଲଙ୍କେଶଙ୍କ ସ୍ଲୋଗାନରେ କମ୍ପିଉଠେ ପରିବେଶ

ମଧ୍ୟପ୍ରଦେଶ :ସାଧାରଣତଃ ରାମାୟଣରେ ରାବଣଙ୍କୁ ଖଳପ୍ରକୃତିର ଚରିତ୍ର ଭାବେ ଅବତାରଣା କରାଯାଏ । ହେଲେ ଏମିତି ଏକ ଗାଁ ଅଛି, ଯେଉଁଠି ରାବଣଙ୍କୁ କରାଯାଏ ପୂଜାର୍ଚ୍ଚନା । ଏହି ଗାଁରେ ରାବଣଙ୍କୁ ଦେବତା ଭାବେ ଲୋକେ ମାନିଥାନ୍ତି । ଗାଁରେ କାହାରି ବିବାହ,ବ୍ରତ ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ…

ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ଶବନା: କହିଲେ ଧର୍ମେନ୍ଦ୍ରଙ୍କ ପରି ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ରାଜି…

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ…

କୋଚ ମୁହଁ ଖୋଲିଲେ, ଯଶସ୍ୱୀ ଜୈସୱାଲଙ୍କ ଗୁପଚୁପ ବିକ୍ରି କାହାଣୀର ସତ୍ୟତା ନାହିଁ

ନୂଆଦିଲ୍ଲୀ: ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଯଶସ୍ୱୀ ଜୈସୱାଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯ ବର୍ଷରୁ କମ ଟିମ ଏବଂ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର କେତେକ ଫେକ କାହାଣୀ ଯୋଗୁ ତାଙ୍କ…