ସେନା କବଜାରେ ନାଇଜର, ଗିରଫ ହେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ପଶ୍ଚିମ ଓ ମଧ୍ୟ ଆଫିକାରେ ଗୋଟିଏ ପରେ ଗୋଟିଏ ଦେଶ ସେନାକୁ କବଜାକୁ ଯିବାରେ ଲାଗିଛି । ଗୁରୁବାର ନାଇଜର ସେନା ରାଷ୍ଟ୍ରପତି ମହମ୍ମଦ ବମଜଙ୍କୁ ଗିରଫ କରି ଶାସନ ହାତେଇଛନ୍ତି । ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସେମାନେ ଏହି କାଣ୍ଡ ରଚିବା ପରେ ନ୍ୟାଶନାଲ ଚ୍ୟାନେଲରେ ଏ ନେଇ ଘୋଷଣା…