Latest Odisha News

BREAKING NEWS

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…

ସମ୍ ସିଏଚ୍‌ଆର୍- ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର

ଭୁବନେଶ୍ୱର: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିଚାଳିତ ଇନ୍‌ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)…

ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେଟ୍ ପାଇଲା ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର

ନୂଆଦିଲ୍ଲୀ: ଇସ୍ପାତ, ଶକ୍ତି, ଖଣି ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଓ ବିଶ୍ୱର ଅନ୍ୟତମ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP)କୁ ମିଳିଛି ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେସନ୍ । ଏହା ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ବୈଧ ରହିବ । ଏହାକୁ ନେଇ ଜେଏସପି ଅଧ୍ୟକ୍ଷ…

କିନ୍ନର ଭୂମିକାରେ ନଜର ଆସିଲେ ସରଦ, ଲୋକେ ପାରୁନାହାନ୍ତି ଚିହ୍ନି

ମୁମ୍ବାଇ: କିନ୍ନର ଭୂମିକାରେ ନଜର ଆସିଲେ ଛୋଟ ପରଦାର ଅଭିନେତା ସରଦ ମଲହୋତ୍ରା । ସରଦ ଏଏଲଟି ବାଲାଜିର ସିରିଜ ହନିଟ୍ରାପ ସ୍କାର୍ଡରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ତାଙ୍କୁ କିନ୍ନର ଭଳି ବେଶରେ ସଜ୍ଜେଇ ହେବାକୁ ପଡ଼ିଛି । ଏଥିସହିତ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ…

ଯୁବତୀଙ୍କ କେଶକୁ ଦେଖି ଯୁବକମାନେ ପାଗଳ : ଏହାକୁ ନେବାକୁ ଅଢେଇ କୋଟି ଟଙ୍କାର ଅଫର

ଆଜିକାଲି ନିଜକୁ ପରିଚିତ କରିବାକୁ ହେଲେ ସୋସିଆଲ ମିଡ଼ିଆ ହେଉଛି ସବୁଠୁ ସହଜ ମାଧ୍ୟମ । ଏଥିଲାଗି ଜଣେ ସହଜରେ ନିଜର ପ୍ରତିଭା ଦେଖାଇବା ସହ ଅଳ୍ପଦିନରେ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିପାରିବ । ବ୍ରିଷ୍ଟଲରେ ରହୁଥିବା ଜଣେ ଯୁବତୀ ନିଜର ଲମ୍ବା ଓ ଗହବା କେଶକୁ ସୋସିଆଲ ମିଡ଼ିଆରେ ସେୟାର କରି…

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବନ୍ଦ ରହିବ ହାଇକୋର୍ଟ ନିକଟରେ ଥିବା ଏସବୁ କାର୍ଯ୍ୟାଳୟ…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।…

କାଶ୍ମୀରରେ ଛୁଟି କାଟୁଛନ୍ତି ସାରା, ଗରିବ ପିଲାଙ୍କ ସହ ବିତାଉଛନ୍ତି ସମୟ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’ର ସଫଳତା ପରେ ଅଭିନେତ୍ରୀ ସାରା ଅଲି ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ଆଉ କେତେବେଳେ ଅଟୋ ଓ ଟ୍ରେନ୍‌ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଥାନ୍ତି । କାମରୁ ଟିକେ ଫୁରସତ ମିଳିବାରୁ ଏବେ ସେ କାଶ୍ମୀରରେ ଛୁଟି…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ।…

୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ମହିଳା, କ’ଣ ଫାଇଦା ମିଳୁଛି ଜାଣନ୍ତୁ

ଇଂଲଣ୍ଡ: ସକାଳେ ଓ ସନ୍ଧ୍ୟାରେ ଘାସ ଉପରେ ଖାଲି ପାଦରେ ଚାଲିବାକୁ ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି । ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏପରି ଜଣେ ମହିଳା ଅଛନ୍ତି, ଯିଏ ୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି । ଜୋତା ଏବଂ ଚପଲ ପିନ୍ଧିବା ବନ୍ଦ କରି ଦେବାରୁ ତାଙ୍କର କ’ଣ ସବୁ ଫାଇଦା…