Latest Odisha News

BREAKING NEWS

ଓଡ଼ିଆ ପୁଅଙ୍କୁ ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର, ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଅମୀୟ କୁମାର ସାମଲଙ୍କୁ ନ୍ୟାସନାଲ ୟଙ୍ଗ ଜିଓସାଇଣ୍ଟିଷ୍ଟ ଆୱାର୍ଡ-୨୦୨୨ ବା ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ସମେତ ବଡ଼ଚଣା ମାଟି ପାଇଁ ଗର୍ବ ଆଣିଲେ ମାଟିର ପୁଅ ଅମୀୟ କୁମାର ସାମଲ। ରାଷ୍ଟ୍ରପତି ଭବନରେ…

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ  ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

‘ମୋଦିଜୀ..ଆପଣ ଯାହା କହିଲେ ବି ଆମେ ‘ଇଣ୍ଡିଆ’-ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ଅଚଳ ହୋଇ ପଡିଥିବାବେଳେ ଇଣ୍ଡିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର-ବିରୋଧୀ । ମୌସୁମୀ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବସିଥିଲା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ‘କୁ ନେଇ ବିରୋଧୀଙ୍କୁ…

‘୨୦୨୩-୨୪ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉତ୍ତୋଳନ କରିବ ଏମସିଏଲ୍’: କୋଲ୍ ଇଣ୍ଡିଆ

ସମ୍ବଲପୁର: ଧାର୍ଯ୍ୟ ଉତ୍ତୋଳନ ଲକ୍ଷ୍ୟ ଟପିବ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ । ଏନେଇ କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପିଏମ୍ ପ୍ରସାଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏମସିଏଲ୍ ୨୦୪ ମିଲିୟନ୍ ଟନ୍ ଉତ୍ତୋଳନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଶ୍ରୀ ପ୍ରସାଦ କୋଲ୍…

ସ୍ୱଳ୍ପ ଗଳ୍ପ : ନାହିଁ,କିଛି ନାହିଁ, ସେମିତି କିଛିର ଅଛି କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୭ ଏଇଠି ସବୁରି ଭିତରେ "କିଛି" ସଂଯୁକ୍ତ ଭାବରେ ରହିଥାଏ ଯାହାକୁ କୁହାଯାଇପାରିବ  ଏକ୍ସ ଫାକ୍ଟର । ସେମିତି ଏକ ଏକ୍ସ ଫାକ୍ଟର ର ବସ୍ତୁତଃ ଆମେ ଖୋଜିବାର ପ୍ରୟାସ କରୁଛେ ଏଇଠି ଯେତେ ଯେତେ "ନାହିଁ "ର ସମସ୍ତ ଜଟିଳ ଗଭୀର ଅଚେତନ ର…

୨୪ ଘଣ୍ଟା ମଧ୍ୟରେ ଅବପାତ: ୨୯ ତାରିଖ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର:   ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତର ରୂପ ନେବାର ସମ୍ଭାବନା ରହିଛି ।  ଏହା ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି  କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯  ତାରିଖ ଯାଏ ପ୍ରବଳ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ

ଭୁବନେଶ୍ୱର: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ବହୁ ପ୍ରତୀକ୍ଷିତ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ…

ବିରୋଧୀଙ୍କ ‘ଇଣ୍ଡିଆ’କୁ ନେଇ ବର୍ଷିଲେ ମୋଦି; ନେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ..ଇଣ୍ଡିଆନ ମୁଜାହିଦ୍ଦିନ ନାଁ

ନୂଆଦିଲ୍ଲୀ: ମଣିପୁର ଜଳୁଛି । ମଣିପୁର ତାତି ସଂସଦ ଭବନରେ ବି ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସରକାର ନିଜ ରଣନୀତି ତିଆରି କରିବାରେ ଲାଗି ପଡିଛନ୍ତି । ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଭଗବାନ ଶିବଙ୍କୁ ବିବାହ କଲେ ଯୁବତୀ, ହିନ୍ଦୁ ରୀତିନୀତି ଅନୁଯାୟୀ ପଡିଲା ହାତଗଣ୍ଠି

ଉତ୍ତରପ୍ରଦେଶ: ଲୀଳାମୟ ସିଏ । ସଂହାର କର୍ତ୍ତା ବି ସେ । କୁହନ୍ତି ଭଗବାନଙ୍କୁ ଯିଏ ଥରେ ପ୍ରେମ କରିବସେ ତା ପାଇଁ ସାରା ଦୁନିଆ ତୁଚ୍ଛ ମନେହୁଏ । ଆଉ ସେ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୨୭ ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ…