Latest Odisha News

BREAKING NEWS

ମଣିପୁର ଭାଇରାଲ ଭିଡିଓ ମାମଲା, ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଇମ୍ଫାଲ୍‌: ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମଲେମବାମ ନୁଙ୍ଗସିଥୋଇ ମେତେଇ। ୟୁମଲେମବାମଙ୍କୁ ମିଶାଇ ଏହି ମାମଲାରେ ପୋଲିସ ଏଯାବତ…

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ସହ ହରିଣ ଛାଲ ଜବତ । ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ…

ରୋଜଗାର ମେଳା: ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୋଦି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବାଣ୍ଟିଲେ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ସୂଚନା…

ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ବାଲେଶ୍ୱର: ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି । ସୂଚନା ଅନୁସାରେ,…

ପୋଲିସ ଉପରେ ଭାରି ପଡ଼ିଲେ ଦୁର୍ବୃତ୍ତ: ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ ଶବର । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ…

ଭାରତର ୩ ଟି ରହସ୍ୟମୟ ମନ୍ଦିର: ଯେଉଁଠି ମୂର୍ତ୍ତିମାନେ ହୁଅନ୍ତି କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ହଜାର ହଜାର ସଂଖ୍ୟାରେ ମନ୍ଦିର ରହିଛି। ପ୍ରତି ମନ୍ଦିର ଭିନ୍ନ ଭିନ୍ନ ମାନ୍ୟତା ଏବଂ ଚମତ୍କାରିତା ପାଇଁ ପ୍ରସିଦ୍ଧ ଅଟେ। ଏହାଛଡ଼ା ଭାରତରେ ଏମିତି କିଛି ମନ୍ଦିର ଅଛି, ଯାହା ରହସ୍ୟମୟ ଏବଂ ବିଚିତ୍ର। ତେବେ ଏମିତି ୩ଟି ବିଚିତ୍ର ଏବଂ ରହସ୍ୟମୟ ମନ୍ଦିର ବିଷୟରେ…

ନବୀନଙ୍କ ନାଁରେ ଆଉ ଏକ ରେକର୍ଡ଼: ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର…

ଭାରତ ଛାଡୁଛନ୍ତି ଲୋକେ; ସାଢ଼େ ୩ ବର୍ଷରେ ୫ ଲକ୍ଷରୁ ଅଧିକ ଭାରତୀୟ ଛାଡ଼ିଛନ୍ତି ନାଗରିକତା

ନୂଆଦିଲ୍ଲୀ: ଭାରତ ଛାଡୁଛନ୍ତି ଲୋକେ  । ଚଳିତବର୍ଷ ଜୁନ ସୁଦ୍ଧା ୮୭ ହଜାର ୨୬ ଜଣ ଲୋକ ଭାରତ ନାଗରିକତା ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି  । ଏନେଇ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର  । ଲୋକସଭା ସାଂସଦ କୀର୍ତ୍ତି ପି ଚିଦାମ୍ବରମ୍ ବୈଦେଶିକ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍‌ର ଡାକରେ ବୀରା ତା' ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ…

ବର୍ବରତାର ନଗ୍ନତା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଗତ 'ମେ' ମାସର ଘଟଣା  । ଆଜି ଭିଡ଼ିଓ ଭାଇରାଲ ହେଉଛି  । କି ଭୟଙ୍କର ସେ ଦୃଶ୍ୟ  । କି କଷ୍ଟ ସେ ଦୁଇ ମହିଳାଙ୍କ ଯନ୍ତ୍ରଣା  । ତା'ଠାରୁ ବେଶି ବଳିଯାଇଥିବ ପରିବାର ସଦସ୍ୟଙ୍କ ସ୍ଥିତି  । ଯେତେ ନିନ୍ଦା କଲେ କମ ପଡ଼ିଯିବ  । ବରଂ ଯେତେ…