Latest Odisha News

BREAKING NEWS

ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ…

ମଣିପୁର ଘଟଣା ସମଗ୍ର ଭାରତ ପାଇଁ ଲଜ୍ଜା: ଉର୍ଫି ଜାଭେଦ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ପୋଷାକକୁ ନେଇ ଅଧିକାଂଶ ସମୟ ବିବାଦରେ ରହୁଥିବା ଉର୍ଫି ଏବେ ମଣିପୁରରେ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ମଣିପୁରରେ…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…

ପ୍ରିୟଙ୍କାଙ୍କ ତିନି ଶିକାର

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଜନ ଆକ୍ରୋଶ ମହାରାଲିରେ ଯୋଗ ଦେଇ ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ରାଜନୈତିକ ସ୍ଥିତି ଓ ରାଜନେତାଙ୍କ ବ୍ୟବହାରକୁ ନେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ…

ରତ୍ନଭଣ୍ଡାର ଖୋଲିବାକୁ ପୁରୀ ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଖୋଲାଯାଉ ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । ଚିଠିରେ ଉଲ୍ଲେଖ…

ଚତୁର୍ଥ ଥର ବାପା ହେଲେ ଅଭିନେତା ଅର୍ଜୁନ ରାମପାଲ

ମୁମ୍ବାଇ: ଚତୁର୍ଥ ଥର ବାପା ହେଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ୍ । ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ଏବେ ପୁଣିଥରେ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଅଜୁର୍ନଙ୍କ ପୂର୍ବ ପତ୍ନୀ ମେହେର…

ଗ୍ଲାମରସ୍ ଟ୍ରକ ଡ଼୍ରାଇଭର: ମାସକୁ ରୋଜଗାର କରନ୍ତି ୬୩ ଲକ୍ଷ ଟଙ୍କା, ପୁଣି ୬ ମାସ ବିଶ୍ରାମ

ଅଷ୍ଟ୍ରେଲିଆ:ଖୁସିରେ ବଞ୍ଚିବା ପାଇଁ ସମସ୍ତେ କିଛି ନା କିଛି ବ୍ୟବସାୟ ହେଉ ବା ଚାକରି କରିଥାନ୍ତି । କିନ୍ତୁ ସମସ୍ତଙ୍କୁ ଯୋଗ୍ୟତା ଅନୁଯାୟୀ ନିଜ ପସନ୍ଦର ଚାକିରି ମିଳି ନ ଥାଏ । ତେବେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କମ୍ ଯୋଗ୍ୟତା ସତ୍ତ୍ୱେ ଅଧିକ ରୋଜଗାର କରିଥାନ୍ତି । ଅଷ୍ଟ୍ରେଲିଆର…

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିନ୍ଦା କରି କାନ୍ଦିପକାଇଲେ ସାଂସଦ ଲକେଟ୍ ଚାଟାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ସାଂସଦ ଲକେଟ୍ ଚାଟାର୍ଜୀ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ସମୟରେ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରି ଭାବପ୍ରବଣ ହୋଇଥିଲେ। ଜୁଲାଇ ୮ ରେ ବଙ୍ଗଳାର ହାୱଡା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି…

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଆଇଆଇସି

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଛି ଭିଜିଲାନ୍ସ ।…

ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ରାଘବ ଚଡ୍ଡା

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସଂସଦର ନିୟମ ୨୬୭ ଅନୁଯାୟୀ ବିଜନେସ ସସ୍ପେନ୍ସ ନୋଟିସ ଦାଖଲ କରି ମଣିପୁରବାସୀଙ୍କ ସପକ୍ଷରେ ଠିଆ…