Latest Odisha News

BREAKING NEWS

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବେ । ଜଷ୍ଟିସ୍ ଏସ୍ ମୂରଲୀଧରଙ୍କ ସ୍ଥାନରେ…

ଷ୍ଟେଜ ଉପରକୁ ଉଠିଗଲେ ପ୍ରଶଂସକ: ଭୟରେ ଦୌଡ଼ିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥର ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବେ ଚର୍ଚ୍ଚାରେ । ଆଗକୁ ଆସୁଛି ତାଙ୍କ ଅଭିନିତ ପିଲ୍ମ ‘ହେ ନନା’ । ଏଥିରେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ମୁରୁନାଲ ଠାକୁର । ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ଏହି ସମୟରେ ବିଜୟଙ୍କ ଏକ ଭିଡିଓ…

ସରକାରୀ ରେକର୍ଡ଼ରେ ରହିଛି ଏମିତି ୪ ଗାଁ, ଯେଉଁଠି ନାହାନ୍ତି ଲୋକେ

ହରିୟାଣା: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଭାରତରେ ଏପରି ଗ୍ରାମ ରହିଛି ଯେଉଁଠି କୌଣସି ଲୋକ ବସବାସ କରନ୍ତି ନାହିଁ । ତାହା ପୁଣି ଗୋଟିଏ ନୁହେଁ ଚାରିଟି ଗାଁ ।…

ଏମର୍ଜିଂ ଏସିଆ କପ କ୍ରିକେଟ: ସାଇ ସୁଦର୍ଶନଙ୍କ ଶତକ, ପାକିସ୍ତାନ ଏ ବିପକ୍ଷରେ ଭାରତ ଏର ସହଜ ବିଜୟ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ଭାରତ ଏ ୮ ୱିକେଟରେ ପାକିସ୍ତାନ ଏକୁ ପରାସ୍ତ କରିଛି । ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଥିବା ଭାରତ ସେମିଫାଇନାଲରେ ବାଂଲାଦେଶ ଏକୁ ଭେଟିବ । ୨୧ରେ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିରେ…

ରେଳ ଧାରଣାରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଧଉଳିପସି ନିକଟ ରେଳ ଧାରଣାରୁ ସ୍ୱାମୀ, ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ସନ୍ଦେହ କରାଯାଉଛି ଦମ୍ପତି କୌଣସି କାରଣରୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଥାଇ ପାରନ୍ତି । ବୁଧବାର ସନ୍ଧ୍ୟାରେ ଧଉଳିପସି ଓ ଟମକା ରେଲୱେ ଷ୍ଟେସନ୍ ମଧ୍ୟରେ ଏହି ଘଟଣା…

ଜାହ୍ନବୀଙ୍କ କାନ କାମୁଡ଼ି ଟ୍ରୋଲ ହେଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଏବେ ଚର୍ଚ୍ଚାରେ । ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନ କାମୁଡ଼ୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି । ନିଜର ଅଭିନୟକୁ ନେଇ ବରୁଣ ବଲିଉଡରେ ଏକ…

ଏସିଆ କପ କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ ବୋର୍ଡ ଓ ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ବୁଧବାର ଆଗାମୀ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୨ ସେପ୍ଟମ୍ବରରେ କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ୪ରେ ଏଠାରେ ନେପାଳକୁ ଭେଟିବ ଭାରତ । ଭାରତୀୟ ଟିମ…

୫ଟି ସ୍କୁଲ୍ ଛାତରୁ ପ୍ଲାଷ୍ଟର ଖସି ୩ ଶିକ୍ଷକଙ୍କ ଓ ଅନ୍ୟ ଜଣେ ଆହତ

ପୁରୀ: ୫ଟି ଅଧିନରେ ରୂପାନ୍ତିରତ ହୋଇଥିବା ସ୍କୁଲ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିବା ଫଳରେ ୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ଏଡ଼ବାଂଶ ପଢ଼ିଆରୀ ହାଇସ୍କୁଲରେ ଏହି ଅଘଟଣ ଘଟିଛି । ଷ୍ଟାଫ୍ କମନ ରୁମରେ ମିଟିଂ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିଥିଲା ।…

ମହିଳାଙ୍କ ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ବ୍ରିଟେନ: ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି । କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି । ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି । ୪୬…

ଭାଇରାଲ ହେଉଛି ସାମନ୍ଥାଙ୍କ ଧ୍ୟାନ ଫଟୋ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ କିଛି ଦିନ ତଳେ ଫିଲ୍ମରୁ ସାମୟିକ ଭାବେ ବ୍ରେକ ନେବେ ବୋଲି ଘୋଷଣା କରିଥିଲେ । ସିଟାଡେଲର ଶୁଟିଂ ଶେଷ ହେବା ପରେ ସେ କହିଥିଲେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମୁଁ କିଛି ଦିନ ପାଇଁ ଏଥିରୁ ଦୂରେଇ ରହିବି ବୋଲି…