ଏଠାରେ ମନକୁ ମନ ବିଶାଳକାୟ ପଥର ଘୁଂଚିଥାଏ
ନୂଆଦିଲ୍ଲୀ: ରହସ୍ୟରେ ଭରପୂର ଏହି ଦୁନିଆ । ଆମେରିକାର କାଲିଫୋର୍ଣ୍ଣିଆରେ ଥିବା ଏକ ରହସ୍ୟ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଉଛୁ । ଏହି ସ୍ଥାନରେ ବିଶାଳକାୟ ପଥର ମନକୁ ମନ ଖସିଥାଏ । କାଲିଫୋର୍ଣ୍ଣିଆର ଦକ୍ଷିଣ ପୂର୍ବାଂଚଳରେ ନେବାଦ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଥାଏ । ୨୨୫ କିଲୋମିଟର…