Latest Odisha News

BREAKING NEWS

ଏମ୍‌ସ ଭୁବନେଶ୍ୱର ଏବଂ ଏସ୍‌ଭିନିର୍‌ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇ ଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍‌ଭିନିର୍‌ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ…

‘ଦ କପିଲ ଶର୍ମା ସୋ’ ବନ୍ଦ କରି ପୁରା ଟିମ୍ ବିଦେଶରେ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ସୋସିଆଲ ମିଡିଆରୁ ମିଳିଥିବା ସହାୟତାରେ ଝିଅର ହେଲା ବିବାହ, କନଷ୍ଟେବଳ ସାଜିଲେ ଭାଇ

ରାଜସ୍ଥାନ:ଆଜିର ଯୁଗରେ ସୋସିଆଲ ମିଡିଆରେ ସବୁକିଛି ସମ୍ଭବ । ରାଜସ୍ଥାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଲୋକେ ସାହାଯ୍ୟର ହାତ ଏମିତି ବଢାଇଲେ ଯେ, ଜଣେ ଗରିବ ଝି÷ଅକୁ ସେ ଧୁମ୍‌ଧାମ୍‌ରେ ବିବାହ କରାଇ…

୧୧ ବାଘ ଶିକାରୀ ଗିରଫ; ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ…

ଅଗରକରଙ୍କ ପାଇଁ ବିସିସିଆଇ ଭାଙ୍ଗିନି କୌଣସି ନିୟମ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ଚୟନ କମିଟି ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବୋର୍ଡର ଏହି ନିଷ୍ପତିକୁ ସମୀକକ୍ଷମାନେ ସକାରାତ୍ମକ ଢ଼ଙ୍ଗରେ ନେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କି ଅଗରକରଙ୍କ ପାଇଁ ବୋର୍ଡ କଣ ତାର ନିୟମରେ ପରିବର୍ତନ କରିଥିଲା କି ? ପ୍ରକୃତରେ ଏହି…

ବିଶିଷ୍ଟ ବ୍ୟକ୍ତିଙ୍କ ଏଡିଟ୍ ଫଟୋ ଦେଖାଇ ଅନଲାଇନ୍ ଠକେଇ, ୭୫ ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

ଭୁବନେଶ୍ୱର: ଦେଶବ୍ୟାପୀ ୧୪ଟି ବ୍ୟାଙ୍କରେ ୭୫ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଅନଲାଇନ୍ ସ୍କାମରେ ଏହି ଆକାଉଣ୍ଟ ବ୍ୟବହାର ହେଉଥିଲା । ଏସବୁ ଆକାଉଣ୍ଟ ଡାଇସ୍, ଫ୍ଲାଏ ଆଭିଏଟର, ଏମଭିପି ଟ଼୍ରେଡର, ଏଫଟି୧୧ ଭଳି ଏକାଧିକ ଆପ୍ ସହ ଲିଙ୍କ୍ ହୋଇଥିଲା ।…

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ: ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ କର୍ମଚାରୀଙ୍କୁ ଆତ୍ମସୁରକ୍ଷା ପାଇଁ ମିଳିବ ଗୁଳି…

ଚିଟଫଣ୍ଡ ଭଳି ମହାଜନୀ କାରବାର ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଲେଖାଶ୍ରୀ

ଭୁବନେଶ୍ୱର: ବେସରକାରୀ ଫାଇନାନ୍ସ କମ୍ପାନୀ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର । ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ…

୫ ଦିନ ଯାଏ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ହେବ । ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,…

ଅଧାରାସ୍ତାରେ ଅଚାନକ ଅଦୃଶ୍ୟ ହୋଇଯାଏ ଏହି ନଦୀର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଜବ ଏ ଦୁନିଆ। ଏହି ବ୍ରହ୍ମାଣ୍ଡରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହା ଶୁଣିଲେ କିମ୍ବା ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ପାହଡ଼, ପର୍ବତ, ଜଙ୍ଗଲକୁ ନେଇ ରହସ୍ୟ ରହିଛି ତ ଆଉ କେଉଁଠି ନଦୀକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ହେଲେ ଆଜି ଆମେ ଆପଣଙ୍କୁ…