କାର୍କେଡ୍କୁ ରୋକିଲେ ସୁରକ୍ଷାକର୍ମୀ: ସରକାର ଅଟକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣି ଦୁର୍ଭାଗ୍ୟପୂର୍ଣ୍ଣ…
ଇମ୍ଫାଲ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଯାଇଥିବା ତାଙ୍କ କାର୍କେଡ୍କୁ ଅଟକାଯାଇଛି। ରାହୁଲଙ୍କ କାର୍କେଡ୍ ଇମ୍ଫାଲ୍ରୁ ଅଶାନ୍ତ ଚୁରାଚାନ୍ଦପୁରକୁ ଯାଉଥିବା ବେଳେ ସୁରକ୍ଷା କାରଣରୁ ତାଙ୍କ କାର୍କେଡ୍କୁ ଅଟକାଇବା ସହିତ ତାଙ୍କୁ ଫେରିଯିବାକୁ କହିଛନ୍ତି ସୁରକ୍ଷା କର୍ମୀ।…