Latest Odisha News

BREAKING NEWS

ମହାନାଟକର ଗୋପନ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ 'ଅନନ୍ୟ ଶଙ୍ଖକ୍ଷେତ୍ର' ମହାପ୍ରଭୁଙ୍କ ମହାନାଟକର ପରବର୍ତ୍ତୀ ଦୃଶ୍ୟ ଆରମ୍ଭ ହୁଏ ଗୁପ୍ତ ଅଲୌକିକ ଲୀଳା ଅଣସର ନାମରେ । ଅଲୌକିକତାରୁ ଲୌକିକତାର ଶ୍ରେଷ୍ଠ ନିଦର୍ଶନ - ଅଣସର । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତା ଜ୍ୱରରେ ପୀଡ଼ିତ ହୁଅନ୍ତି! ଶୁଣାଯାଏ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି। ୪୪୪…

ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ: ଆସନ୍ତା ୪ ଦିନ ଅସମ୍ଭାଳ ହେବ ତାତି

ଭୁବନେଶ୍ୱର: ଓଡ଼ିଶାରେ ରଜ ପରେ ମୌସୁମୀ ଛୁଇଁବ। ହେଲେ ସେପର୍ଯ୍ୟନ୍ତ ରାଜ୍ୟରେ ଏମିତି ଅସହ୍ୟ ଖରା ଓ ଗୁଳୁଗୁଳି ଜାରି ରହିବ। ଜୁନ ୧୫ ତାରିଖ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟରେ…

ଶିଶୁ କବିତା : ସରସ ଲାଗୁନି ରଜ ପରବ

କୁଞ୍ଜ ବିହାରୀ ସାହୁ ବହୁ ଦିନ ପରେ ମୋ ସାନ ଭଉଣୀ ଆସୁଥିଲା ଆମ ଘର, ରେଳଗାଡ଼ିରେ ସେ ଶୋଇପଡ଼ିଥିଲା ଲାଗୁଥିଲା ଟିକେ ଜ୍ୱର । ସଞ୍ଜବେଳଟାରେ ବାହାନଗାଠାରେ ରେଳଚକା ଗଲା ଧସି, ଯାତ୍ରୀମାନେ ତହିଁ ପାଟିକରୁଥିଲେ ବଗିରେ ସଭିଏଁ ବସି । କ୍ଷଣିକ ଭିତରେ ପାଟି ଶୁଭିଲାନି ଚକାତଳେ…

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ। ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୨)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତା’ହେଲେ ତମେ ଏକଥା ବି ନିଶ୍ଚୟ ଜାଣିଥିବ ଯେ ସେ କୋଉ କାମରେ ବ୍ୟସ୍ତ ଅଛନ୍ତି!” – ଙ୍କ କଥାର ଗୋଟେ ବି ଶବ୍ଦ ସେ ବିଶ୍ୱାସ କରୁନାହାନ୍ତି ବୋଲି ଜଣେଇଦେବା ସ୍ୱରରେ ମିଃ. ଆଲାଷ୍ଟର କହିଲେ । ଏତକ ଶୁଣି…

କବିତା : ଅଣସର ଦର୍ଶନ

ଗଦାଧର ସାହୁ ଚାଲ ମନ ଅଲାରନାଥ ଆଣସରେଛନ୍ତି ଶ୍ରୀଜଗନ୍ନାଥ ।। ଆସିଥିଲେ ଶ୍ରୀରାମାନୁଜ ଶ୍ରୀଚୈତନ୍ୟଦେବ ଦେବେଶ, ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ । ଭକ୍ତି ପ୍ରେମେ ହୋଇଲେ ବାଇ ପାଦ ଚିହ୍ନ କଥା କହଇ, ପାଷାଣ ତରଳି ପାଣି ହୋଇଗଲା…

ଭାଷା ଭାଗବତ : ସ୍ମୃତିବାସୀ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଭାଗବତ ଭକ୍ତିଗୀତ ଲେଖି, ଗାଇ ମୁଁ ଉପକୃତ ହୋଇଚାଲିଛିଁ ନିରଂତର ତେଣୁ ହୋଇନି ହରବର ଏହା ଏକାଂତ ବ୍ୟକ୍ତିଗତ ମୁଁ ନିଜେ ଜାଣିଥିବା ସତ ହେଉ କି ନ ହେଉ ସ୍ବୀକୃତ ନୁହେଁ ମୁଁ ତିଳେ ବିଚଳିତ ଭାଷାକୁ ବ୍ରହ୍ମ ରୂପେ ଜାଣି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେତିକି ବ୍ୟାପକ ଓ ମାର୍ମିକ, ସେହିପରି ସେହି ରୀତିନୀତିକୁ ପାଳନ କରୁଥିବା ଓ ପୀଢ଼ି ପରେ ପୀଢ଼ିଙ୍କୁ ସେହି ସେବା ବିଷୟରେ ଜ୍ଞାନ ପ୍ରଦାନ ପୂର୍ବକ ପୁନଃ ସେହି…

ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ

ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…