କିଙ୍ଗ୍ କୋବ୍ରା ଲୁଣକୁ ଭୟ କରନ୍ତି, ଏହାକୁ ସ୍ପଷ୍ଟ କରି ଦେଖାଇଲେ ଯୁବକ
କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ଭାବରେ ପରିଗଣିତ ହୁଏ । ଲୋକମାନେ ଏହାର ନାଁ ଶୁଣିଲେ ହିଁ ଡ଼ରନ୍ତି । ଯଦି ଏହା କୌଣସି ସ୍ଥାନରେ ଦେଖାଯାଏ, ତେବେ ଅବସ୍ଥା ବିଗିଡିଯାଏ । ଭାରତର ଅଧିକାଂଶ ଅଞ୍ଚଳରେ ପ୍ରାୟତଃ ଏହି ସାପ ନଜରକୁ ଆସିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…