Latest Odisha News

BREAKING NEWS

କୋଲକାତାକୁ ଆରମ୍ଭ ହେଲା ମାଗଣା ବସ୍‌ ସେବା: ପୁରୀ, ଭୁବନେଶ୍ୱର ଓ କଟକରୁ ଗଡ଼ିଲା ୫୯ଟି ବସ୍

କଟକ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରେ ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ସେବା। ଟ୍ରେନ୍ ଦୁର୍ଘଟଣାରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହୋଇଛି। ଆହତ ଓ ମୃତକଙ୍କ ପରିଜନ ଏବେ ସୁଦ୍ଧ ନିଜ ଲୋକ ପାଖରେ ପହଞ୍ଚି ପାରୁ ନାହାନ୍ତି।ଏଥିପାଇଁ ରାଜ୍ୟ ସରକାର ପୁରୀ, ଭୁବନେଶ୍ୱର ଓ କଟକରୁ…

ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ପ୍ରଥମ ଟ୍ରେନ, ରେଳ ମନ୍ତ୍ରୀ ହାତ ଯୋଡ଼ି ଦେଲେ ବିଦାୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡିଲା ପ୍ରଥମ ଟ୍ରେନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାବପୂର୍ଣ୍ଣ ହୋଇ ହାତ ଯୋଡି ଉକ୍ତ ଟ୍ରେନକୁ ଦେଲେ ବିଦାୟ। ଦୁର୍ଘଟଣା ଘଟିଥିବା ଟ୍ରାକରେ ଗଡିଲା ପାସେଞ୍ଜର ଟ୍ରେନ। ଏହି ଅବସରରେ ରେଳ ମନ୍ତ୍ରୀ…

ଭାଷା ଭାଗବତ : ମତ ସମନ୍ବୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ମତର ଗୁରୁତ୍ବ ନ ହେଲେ ମୋର ଅନୁଭୂତ ମୁଁ ହୁଏଁନାହିଁ ସହମତ ଅଥବା ମିଛେ ବିଚଳିତ ମତ ନ କଲେ ବିଶ୍ଳେଷଣ ମିଳେନି ତଥ୍ୟଭରା ଜ୍ଞାନ ତାହା ବିରୋଧ, ସମର୍ଥନ କରିବା ହୁଏ ଅକାରଣ ଅନ୍ୟର ମତର ପ୍ରଭାବ ମୁଁ କଲେ ସ୍ପଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକର ବ୍ୟାପକ ଆଲୋଚନା ଭିତରେ ଆମେ ଏବେ ଚର୍ଚ୍ଚା କରୁଛେ ଏକ ମୂଖ୍ୟ ସେବକଙ୍କ ବିଷୟରେ ; ଯିଏ ହେଉଛନ୍ତି "ଦେଉଳ କରଣ "। ଏହାଙ୍କର ଅନେକ ସେବା ସହ ଦାୟିତ୍ୱ…

ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ‘ନୃତ୍ୟ ବିଳାସ’ ଆୟୋଜିତ

ଭୁବନେଶ୍ୱର : ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶୀ ନୃତ୍ୟାନୁଷ୍ଠାନ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକଉତ୍ସବ 'ନୃତ୍ୟ ବିଳାସ' ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ତ୍ରିଧାରାର ନିର୍ଦ୍ଦେଶକ ତଥା…

ଗୁଣ୍ଡୁଚି ହୋଇ କରିବି ସାହାଯ୍ୟ: ଏମିତି କହିଲେ ଅଭିନେତ୍ରୀ ରାନୀ ପଣ୍ଡା

ଭୁବନେଶ୍ୱର: ବାହାନାଗା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ପୀଡିତ ଲୋକଙ୍କ ପାଇଁ ସହାନୁଭୁତି ଓ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାନୀ ପଣ୍ଡା । ଗୁଣ୍ଡୁଚି ହୋଇ ଲୋକଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଖବର ପାଉ ପାଉ ଶନିବାର ଦୁର୍ଘଟଣାସ୍ଥଳୀକୁ ଯାଇଥିଲେ ରାନୀ । ଘଟଣାସ୍ଥଳ ବୁଲି…

ଟ୍ରେନ ଦୁର୍ଘଟଣା: ସହାୟତା ନୁହେଁ, ସ୍ଥାୟୀ ସହାୟତା ପାଣ୍ଠି ଉପରେ ସୋନୁ ସୁଦ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଏଭଳି ଦୁଃଖ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପର…

ଗୁଜବ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ, ମୋତେ କର୍କଟ ରୋଗ ହୋଇନି

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜିବୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଗୁଜବ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ରବିବାର ଚିରଞ୍ଜିବୀ ତାଙ୍କ ଅସୁସ୍ଥତା ଖବର ନେଇ ମୁହଁ ଖୋଲିଛନ୍ତି…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଟିକେଟ୍ କରି ନଥିବା ଯାତ୍ରୀଙ୍କୁ ବି ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନୁକମ୍ପା ରାଶି ପ୍ରଦାନ ନେଇ ବଡ଼ ସୂଚନା ଦେଇଛି ରେଲୱେ । ରବିବାର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ସୁପ୍ରିମକୋର୍ଟଙ୍କ…

ଦି ଓଭାଲରେ ଭାରତୀୟ ଓପନରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ

ଓଭାଲ: ଏଠାରେ ୭ଜୁନରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ପଡିଆରେ ଅବଶ୍ୟ ଭାରତର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଏଠାରେ ଟିମ ଇଣ୍ଡିଆ ୧୪ଟି ଟେଷ୍ଟ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ…