Latest Odisha News

BREAKING NEWS

ଜାମିନ ମିଳିବା ସତ୍ୱେ ପତ୍ନୀଙ୍କୁ ଭେଟି ପାରିଲେନି ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ସତ୍ୱେ ସେ ତାଙ୍କ ପତ୍ନୀଙ୍କୁ ଭେଟି ପାରି ନାହାନ୍ତି । ଶନିବାର ସକାଳେ ପତ୍ନୀ ସୀମାଙ୍କୁ ଭେଟବା ପାଇଁ ସିସୋଡିଆ ଘରେ ପଂହଚିଥିଲେ । ମାତ୍ର ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ…

ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ…

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ସଠିକ ତଥ୍ୟ ପ୍ରଦାନକୁ ନେଇ ଦୁର୍ଘଟଣାସ୍ଥଳରେ ମୁହାଁମୁହିଁ ହେଲେ ଅଶ୍ୱିନୀ-ମମତା

ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳଷ୍ଟେଶନରେ ଭୟଙ୍କର ସ୍ଥିତି । ଶହଶହ ଶବ ରାସ୍ତା ଉପରେ । ଭୟଙ୍କର..ଦୃଦୟବିଦାରକ ଦୃଶ୍ୟ । ତଥାପି ଏ ଭୟଙ୍କର ଦୃଶ୍ୟ ଭିତରେ  ମୃତାହତଙ୍କ ଉଦ୍ଧାର କାମ ଚଲାଇଛ୍ତି ରେସକ୍ୟୁ ଟିମ । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରିଷ୍ଠ ନେତା, ମନ୍ତ୍ରୀ । ଏହି ଅବସରରେ…

ଟର୍ଚ୍ଚ ଲାଇଟ୍‌ରେ ୩୦୦ ଲୋକଙ୍କୁ ଉଦ୍ଧାର କରିଛି: ଏମିତି କିଛି ବଖାଣିଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କ’ଣ କିଛି ଭାବିବା ଆଗରୁ ମୁଁ ଓ ସ୍ଥାନୀୟ କିଛି ଲୋକେ ଅନ୍ଧାରରେ ଦୌଡ଼ିବାକୁ ଆରମ୍ଭ କଲୁ । ସେଠାରେ ପହଞ୍ôଚ ଯେଉଁ ଦୃଶ୍ୟ ଦେଖିଲି…

ବାଲେଶ୍ୱର ସହ ୩ ଜିଲ୍ଲାରେ ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ରାତିରେ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପାଣିପାଗ ବିଭାଗର ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟାରେ ବାଲେଶ୍ୱର ସହ ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ: ସିଗନାଲ ମାନିଲାନି କରମଣ୍ଡଳ, ଅପ୍ ଲାଇନରେ ପଶି ମାଲବାହୀକୁ ପିଟିଲା

ଭୁବନେଶ୍ୱର:ଏତେବଡ ଦୁର୍ଘଟଣା କିପରି ଘଟିଲା । ଏକ ସମୟରେ ତିନି ଟ୍ରେନ ପରସ୍ପର ସହ ଧକ୍କା କେମିତି ହେଲା  ଯେଉଁଥିପାଇଁ ଚାଲିଗଲା ୨୬୧ ଜଣଙ୍କ ଜୀବନ  । ଇତି ମଧ୍ୟରେ ଉଦ୍ଧାର କାମ ଶେଷ ହୋଇଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଓ…

ଦୁର୍ଘଟଣା ପରେ ଭଦ୍ରକରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଗଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଭଦ୍ରକ ଷ୍ଟେସନରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ସ୍ୱତନ୍ତ୍ର ଟ୍ରେନ୍ । ଶୁକ୍ରବାର ବାଲେଶ୍ୱର ବାହାନଗାରେ ଏକକାଳୀନ ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ନେଇ…

ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତିର ସମୀକ୍ଷା କଲେ

ବାଲେଶ୍ୱର: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବାହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ  ସେଠାରୁ ଦୁର୍ଘଟଣାସ୍ଥଳକୁ  ଯାଇଛନ୍ତି । ବାୟୁସେନାର ଏକ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଦକ୍ଷିଣ ପୂର୍ବ ରେଳବାଇ ଜାରି କଲା ମୃତ୍ୟୁ ସଂଖ୍ୟା, ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ…