Latest Odisha News

BREAKING NEWS

ଇଞ୍ଜିନିୟରଙ୍କ ଦରମା ୩୦ ହଜାର, ହେଲେ କୋଟିଏ ଟଙ୍କାର ଘର, ବିପୁଳ ସମ୍ପତ୍ତି

ଭୋପାଳ:ମାସିକ ଦରମା ୩୦ ହଜାର, ହେଲେ ଅନ୍ୟାନ୍ୟ ରୋଜଗାର ମିଶାଇଲେ ୭ କୋଟି ।  ଏକ କୋଟିର କୋଠା ସହ ବିପୁଳ ସମ୍ପତ୍ତିର ଅଧିକାରିଣୀ  ।  ଏଇ ମହିଳା ଇଞ୍ଜନିୟରଙ୍କ ଘରେ ଯେତେବେଳେ ଲୋକାୟୁକ୍ତ ଛାପା ମାରିଥିଲେ ତାଙ୍କ ପାଖରେ ୨୩୨ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତିର ଠାବ ହୋଇଥିଲା ।…

ଷ୍ଟାରଙ୍କ ଫଟୋ ଦେଖାଇ ଠକେଇ, ୧.୨୨ କୋଟି ଟଙ୍କା ଫ୍ରିଜ୍ କଲା ଓଡ଼ିଶା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଜଏଣ୍ଟ ଟ୍ରେଡ୍ ଫାଇନାନ୍ସିଆଲ୍ ଗ୍ରୋଥ୍ ଆପର ୧.୨୨ କୋଟି ଟଙ୍କା ଫ୍ରିଜ୍ କରିଛି । ଅଭିଯୋଗ ଅନୁସାରେ, ଏହି ଆପ୍ ଜରିଆରେ ଠକ କମ୍ ନିବେଶରେ ଅଧିକ ଲାଭର ଭରସା ଦେଉଥିଲେ । ଠକ ଏଥିପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମନୀଷ ପାଉଲଙ୍କ ଫଟୋକୁ…

ଆଉ ୪ ଦିନ ପରେ ଆହୁରି ବଢ଼ିବ ତାତି, ଦିନ ୧୨ଟା ପୂର୍ବରୁ ୪୦ ଡେଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମୋକାର ପ୍ରଭାବ ରାଜ୍ୟ ଉପରେ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତା’ପରେ ଆଭ୍ୟନ୍ତରୀଣ ଓଡ଼ିଶା ଅନ୍ୟ…

ଜଟଣୀରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଟଣୀରେ ହୋମି ଭାଭା କ୍ୟାନସଲ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଲାଗି ଶିଳାନ୍ୟାସ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ୫୮୦୦ କୋଟି ଟଙ୍କାର ସାଇଣ୍ଟିଫିକ ଆଣ୍ଡ ଟେକ୍ନୋଲୋଜିକାଲ୍ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି ।…

ମହିଳା ଡାକ୍ତରଙ୍କ ହତ୍ୟା ପରେ କେରଳରେ ତେଜିଲା ଡାକ୍ତର ଆନ୍ଦୋଳନ; ସ୍ୱାସ୍ଥ୍ୟ ସେବା ଠପ୍

ଥିରୁଭନନ୍ତପୁରମ: ରୋଗୀର ଆକ୍ରମଣରେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ କେରଳରେ ଡାକ୍ତରଙ୍କ ଆନ୍ଦୋଳନ ତେଜିଛି। ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଡାକ୍ତରୀ ଆନ୍ଦୋଳନ ଜାରି ରହିଛି। ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକଦମ ଠପ୍ ହୋଇଯାଇଛି। ବୁଧବାର(ମେ ୧୦) ସକାଳେ ଏକ…

ନୟାଗଡ଼ରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ପଥର ମାଫିଆଙ୍କ ଆକ୍ରମଣ

ନୟାଗଡ଼: ପଥର ଖଣିରେ ଚଢ଼ାଉ ପାଇଁ ଯାଉଥିବା ବେଳେ ପଥର ମାଫିଆ ଆକ୍ରମଣ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଉପରେ ଗୁରୁବାର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପଥର ମାଫିଆଙ୍କ ଆକ୍ରମଣରେ ଏନଫୋର୍ସମେଣ୍ଟ ଟିମର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ପଟିଆ…

ସୁପ୍ରିମକୋର୍ଟରେ ସିନ୍ଦେ ଗୋଷ୍ଠୀର ବିଜୟ, ଉଦ୍ଧବ ଠାକରେଙ୍କୁ ଝଟକା

ନୂଆଦିଲ୍ଲୀ: ଶିବ ସେନା (ଉଦ୍ଧବ ଗୋଷ୍ଠୀ) ବନାମ ଶିବ ସେନା (ସିନ୍ଦେ ଗୋଷ୍ଠୀ) ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି କହିଛନ୍ତି…

ମହଙ୍ଗା ହେବ ଚିନି; ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ହେବା ଅନୁମାନ

ନୂଆଦିଲ୍ଲୀ: ଆଗକୁ ବଢିପାରେ ଚିନି ମୂଲ୍ୟ। କାରଣ ଚିନି ଉତ୍ପାଦନରେ ହ୍ରାସ ଦେଖା ଦେବ ବୋଲି ଆଶଙ୍କା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷରେ ଚିନି ଉତ୍ପାଦନ ହ୍ରାସ ହେବ ବୋଲି ନ୍ୟାସ୍‌ନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ଫେଡେରେସନ(NFCSF) ଅନୁମାନ କରିଛି। ପୂର୍ବରୁ ଚଳିତ ବର୍ଷରେ ଚିନି…

‘ଉପରାଜ୍ୟପାଳ ନୁହଁ, ନିର୍ବାଚିତ ସରକାର ଦିଲ୍ଲୀର ବସ୍’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକାରୀଙ୍କୁ ମୁତୟନ ଓ ପରିବର୍ତ୍ତନ ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଉପରାଜ୍ୟପାଳ ନୁହଁନ୍ତି ବରଂ ଦିଲ୍ଲୀ ସରକାର ହେଉଛନ୍ତି ଦିଲ୍ଲୀର ପ୍ରକୃତ ବସ୍ ।…

ପତଳାପଣକୁ ନେଇ ଚିନ୍ତିତ କି ? ପ୍ରତିଦିନ ଖାଇବାରେ ସାମିଲ କରନ୍ତୁ ଏହିସବୁ ସାମଗ୍ରୀ, ମାସକରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଯେମିତି ମୋଟାପଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଏ ସେମିତି ପତଳା ଲୋକେ ବି ନିଜ ଶରୀରକୁ ନେଇ ଖୁବ୍ ଚିନ୍ତିତ ଥାନ୍ତି। ପତଳା ଲୋକେ ଫିଟ୍ ଦେଖା ଯାଉନଥିବାରୁ ବିଭିନ୍ନ ପାର୍ଟି ଫଙ୍ଗସନରେ ନିଜକୁ ଅସ୍ୱାଭାବିକ ମନେ କରିବା ସହ ଏଭଳି କାର୍ଯ୍ୟକ୍ରମଗୁଡିକୁ ଯିବା ଓ କିମ୍ବା…