ଜିତିବା କଂଗ୍ରେସର ମାନସିକତାରେ ନାହିଁ ବୋଲି କହି ଦଳକୁ ସମାଲୋଚନା କଲେ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ୱର: ପଦରେ ପଡିଲା ଦଳୀୟ କନ୍ଦଳ । ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ଲଢିବା ମନୋବୃତ୍ତି ଆଉ ନାହିଁ । ଦଳରେ ୯ ଜଣ ବିଧାୟକ । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ…