Latest Odisha News

BREAKING NEWS

ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ

ଲକ୍ଷ୍ନୌ: ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ଟାକ୍ସ ଫ୍ରି କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଫିଲ୍ମକୁ କରମୁକ୍ତ କରିବା ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ଉତ୍ତର…

ଭାରି ପଡ଼ିଲା ଖାଦ୍ୟ ଲୋଭ : ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଲା ହାତୀ

ଅନୁଗୁଳ : ବିପଦ ମୁହଁକୁ ଟାଣି ନେଲା ଖାଦ୍ୟ ଲୋଭ । ଭାରି ପଡ଼ିଲା ପଣସ ଖାଇବା ନିଶା । ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଗଲା ମାଇ ହାତୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳିଛି । ଗତ ରାତିରେ ହାତୀଟି ପଣସ ପାଚିଥିବାର ବାସ୍ନା ପାଇ ବନଖଣ୍ଡ…

ବେକରେ ଦଉଡ଼ି ଦେଇ ହଷ୍ଟେଲରେ ଝୁଲିପଡ଼ିଲେ +୨ ଛାତ୍ରୀ 

ବ୍ରହ୍ମପୁର : ପୁଣି ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲେ ଛାତ୍ରୀ । ଏପରି ଦୁଃଖଦ ଘଟଣା  ଗିରିରୋଡ ସ୍ଥିତ ପଦ୍ମାବତୀ ନାମକ ଏକ ଘରୋଇ ଛାତ୍ରୀ ନିବାସରେ ଘଟିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ଶେରଗଡ ବ୍ଲକ ଗୋବିନ୍ଦପୁର ଅଞ୍ଚଳର ସୁଜ୍ଞାନୀ ସ୍ୱାଇଁ ।…

କବିତା : ଉପପାଦ୍ୟ

ମାନସ ରଞ୍ଜନ ମହାପାତ୍ର  ଗୋଟିଏ ଦୁଃଖର ନାଁ ଅନୁଭୂତି ଗୋଟିଏ ତାରାର ନାଁ ଅରୁନ୍ଧତୀ ଗୋଟିଏ ନଦୀର ନାଁ ଇଛାମତୀ ଗୋଟିଏ ପ୍ରେମର ନାଁ ସରସ୍ୱତୀ ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ ସରସ୍ୱତୀରେ ନିୟତି ଭାରତୀ ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି ସ୍ବପ୍ନ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍‌ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍‌ରେ ଯାଇ ପାରିବେ ।…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି ବିଷୟରେ ଚିନ୍ତା କରିବା ମାତ୍ରେ ଆଖି ଆଗରେ ଉଦ୍ଭାସିତ ହୁଏ କିଛି ନିଷ୍ଠାବlନ, ନିରଳସ ଚେହେରା ; ଯେଉଁମାନେ ମହାପ୍ରଭୁଙ୍କ ସେବାକୁ ନିଜ ଜୀବନରେ ବ୍ରତ ଭାବେ…

ଆଜି ନବୀନଙ୍କୁ ଭେଟିବେ ନୀତୀଶ; ମୋଦୀ ବିରୋଧୀ ମେଳିରେ ସାମିଲ ହେବ ବିଜେଡି?

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ। ଏହି ବୈଠକ ପ୍ରାୟ ଘଣ୍ଟାଏ ଧରି ଚାଲିବ ବୋଲି…

ମଣିପୁର ହିଂସା ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରିବାରେ ଗ୍ରୁପ କ୍ୟାପଟେନ ଦେବାଶିଷଙ୍କ ବଡ଼ ଭୂମିକା

ଭୁବନେଶ୍ୱର: ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଶତାଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୨୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜାତିଗତ ମାନ୍ୟତାକୁ ନେଇ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷରେ ଏଯାବତ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଶେଷ ବଲରେ ଚୌକା ମାରି କେକେଆରକୁ ଜିତାଇଲେ ରିଙ୍କୁ ସିଂ

କୋଲକାତା: ଇଡେନ୍ ଗାର୍ଡେନ୍ସରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ମ୍ୟାଚ ଜିତିଛି। ଶେଷ ବଲରେ ଚୌକା ମାରି ରିଙ୍କୁ ସିଂ କେକେଆରକୁ ବିଜୟ ଦେଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୭…