Latest Odisha News

BREAKING NEWS

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍-୧୯କୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ସୂଚୀରୁ ହଟାଇ ଦେଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ କମିଟିର ୧୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓର ଡାଇରେକ୍ଟର…

ଭିନ୍ନ ଢଙ୍ଗରେ ଏଣ୍ଟ୍ରି କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ଶୋ ‘ଦ କପିଲ ଶର୍ମା’କୁ ଫେରିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକ । ସମ୍ପ୍ରତି ଶୋ’ର ପ୍ରୋମୋ ଟେଲିକାଷ୍ଟ ହେଉଛି, ଯେଉଁଥିରେ ହାସ୍ୟ ଅଭିନେତା ଭିନ୍ନ ଢଙ୍ଗରେ ଏଣ୍ଟ୍ରି କରୁଛନ୍ତି । ସେ ‘ସପନା’ ଚରିତ୍ରରେ ନଜର ଆସିବା ସହ ତାଙ୍କ ପାଲର…

ଭିନ୍ନ ପରମ୍ପରା: ପୁଅ ଘର ଲୋକ ଝିଅକୁ ଦିଅନ୍ତି ମାଛ ଦାନ୍ତର ହାର

ଅଷ୍ଟ୍ରେଲିଆ: ଦୁନିଆରେ ଯେତେ ଦେଶ ଅଛି ସେତେ ରୀତିନୀତି ଅଛି । ଆଉ ବାହାଘରକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଇଥାଏ । ଅଷ୍ଟ୍ରେଲିଆରେ ଥିବା ଫିଜିୟାନ ହେଉଛି ଏକ ଛୋଟ ଦ୍ୱୀପ ଯେଉଁଠାରେ ଲୋକମାନେ ଅନେକ ରୀତିନୀତି ପାଳନ କରିଥାନ୍ତି । ସାଧାରଣତଃ ବିବାହ ସମୟରେ ପୁଅ ଘର ପକ୍ଷରୁ ସୁନାର…

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି…

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର…

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

ବିନା ସାହାରାରେ ଚାଲିଲେ ପନ୍ତ, ବିଶ୍ୱକପ ଖେଳିବା ନେଇ ଉଜ୍ଜୀବିତ ହେଲା ଆଶା

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ ପନ୍ତ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସେ ବିନା ସାହାରାରେ ଚାଲିବା ଆରମ୍ଭ କରିଛନ୍ତି । ୨୫ ବର୍ଷୀୟ ପନ୍ତ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

ସାଇକେଲରେ ନଜର ଆସିଲେ ଅନୁପମ ଖେର: ‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍‌

ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟ ପାଇଁ ଅଭିନେତା ଅନୁପମ ଖେର୍ ବେଶ ପରିଚିିତ । ଖୁବ୍‌ଶୀଘ୍ର ତାଙ୍କର ଏକ ନୂଆ ଫିଲ୍ମ ‘ବିଜୟ ୬୯’ ରିଲିଜ୍ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଏକ ପୋଷ୍ଟର ରିଲିଜ ହୋଇଯାଇଛି, ଯେଉଁଥିରେ ଅନୁପମ ଖେର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । ୟଶ ରାଜ ତାଙ୍କ…