ଦନ୍ତେଓ୍ୱାଡାରେ ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ନକ୍ସଲ, ସହିଦଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ
ଦନ୍ତେଓ୍ୱାଡା: ଦନ୍ତେଓ୍ୱାଡା ଜିଲ୍ଲାର ଅରଣପୁରରେ ନକ୍ସଲ ଆକ୍ରମଣ ଘଟଣା, ଛତିଶଗଡ ସରକାରକୁ କଡା ଜବାବ ବୋଲି ମାଓବାଦୀ କହିଛନ୍ତି। ପିଏଲଜିଏ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଦରଭା ଡିଭିଜନ ସଚିବ ସାଇନାଥ ଏ ସମ୍ପର୍କରେ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି। ସରକାରଙ୍କ ବିରୋଧରେ…