ମୋଗଲ କାଳର ଶେଷ ସ୍ମାରକୀ ଏବେ ସାଜିଛି ଭୂତ ବଙ୍ଗଳା
ନୂଆଦିଲ୍ଲୀ: ଦିଲ୍ଲୀରେ ଏ ଭଳି ଅନେକ ସ୍ମାରକୀ ଅଛି ଯାହାକି ଲୋକ ଲୋଚନକୁ ଆସିପାରି ନାହିଁ । ଇତିହାସରେ ଏହାର ଗୁରୁତ୍ୱ ରହିଛି । ମହରୌଲରେ ଥିବା ଜୀନତ ମହଲ ମୋଗଲ ସାମ୍ରାଜ୍ୟର ଶେଷ ବଙ୍ଗଳା କହିଲେ ଭୁଲ ହେବନି । ଏବେ ଏହା ଭୂତ ବଙ୍ଗଳା ସାଜିଛି । ଏହାର ଆଖପାଖକୁ ଯିବା ପାଇଁ ମଧ୍ୟ ଲୋକେ ଭୟ…