Latest Odisha News

BREAKING NEWS

ଖସିବାରେ ଲାଗିଛି ସୁନା ଦର; ଜାଣନ୍ତୁ ଏଇ ସପ୍ତାହରେ କେତେ କମିଛି

ନୂଆଦିଲ୍ଲୀ: କମିବାରେ ଲାଗିଛି ସୁନା ଦର । ଆଶ୍ଚର୍ଯ୍ୟଜନକ ଭାବେ ଖସିବାକୁ ଲାଗିଛି । ଗତ କଛି ସପ୍ତାହ ହେଲା ସୁନା ଦରରେ ବୃଦ୍ଧି ପରିଲକ୍ଷିତ  ହୋଇଥିଲା । ଚଳିତ ସପ୍ତାହ ସାରା ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଉପରେ ରହିଥିବାବେଳେ ଶୁକ୍ରବାର ୬୦, ୪୪୬ରେ ବନ୍ଦ କରାଯାଇଥିଲା । ସେହିପରି…

କରୋନା ଅପ୍‌ଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ବି ଦୈନିକ ସଂକ୍ରମଣ ୧୨ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି।…

ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ୍; ଗିରଫ ହେଲେ ଏହି ଫେମସ ଅଭିନେତ୍ରୀ

ମୁମ୍ବାଇ: ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ୍। ଗିରଫ ହେଲେ ଭୋଜପୁରୀ ଅଭିନେତ୍ରୀ। ମଡେଲ୍ ହେବାକୁ ଆସୁଥିବା ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ଅଭିନେତ୍ରୀ। କମାଉଥିଲେ ମୋଟା ଅଙ୍କର ଟଙ୍କା। ପୁଲିସର ସୂଚନା ଅନୁସାରେ, ଏହାର ସାମାଜିକ ସେବା ଶାଖା ପ୍ରଥମେ ଚଢ଼ାଉ କରିଥିଲା।…

ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌; ୭ ମୃତ, ୪୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଅଯୋଧ୍ୟାରେ ଲକ୍ଷ୍ନୌ-ଗୋରଖପୁର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ସହ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ବସ୍‌ଟି ଧକ୍କା ହେବା ପରେ…

ଆଜି ଇଦ ଉଲ ଫିତର; ସମ୍ବଲପୁରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ଇଦ ଉଲ ଫିତର । ସାରା ଦେଶ ଉତ୍ସବ ମୁଖର । ମୁସଲମାନ ସଂପ୍ରଦାୟର ଏହି ସ୍ୱତନ୍ତ୍ର ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛ। ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ମାସ ସାରା କରିଥିବା ରୋଜା ବା ଉପବାସ ଆଜି ଭାଙ୍ଗିବେ ମୁସଲମାନ ଭାଇଭଉଣୀ। ଏହି…

ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଜିଆରପି ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ । ଆଜି…

ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ୱର : ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ସହିଦଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଗାଁ…

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ପ୍ରଧାନ ସେବା ମହାସୁଆର ସେବା ବାପାଠାରୁ ପୁଅ ଏହି ସେବା ଶିକ୍ଷାକରି ବଂଶାନୁକ୍ରମିକ ଭାବରେ ଶ୍ରୀଜୀଉମାନଙ୍କ ସେବାରେ ଲାଗି ରହି ପ୍ରତିଦିନ ପ୍ରତି ଧୂପରେ ଉପସ୍ଥିତ…