ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସା କଲେ ଅନୀଲ: କହିଲେ ତାଙ୍କ ସହ ଫିଲ୍ମ କରିବାକୁ ଆହୁରି ଇଛା
ମୁମ୍ବାଇ:ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍ଙ୍କ ଡ଼୍ୟାନ୍ସ ଦେଖି ପ୍ରଶଂସାରେ ପୋତିଦେଲେ ଅଭିନେତା ଅନିଲ କପୁର । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ମାଧୁରୀ ତେଜାବ୍ ଫିଲ୍ମର ‘ଏକ-ଦୋ-ତିନି-ଚାର’ ଗୀତରେ ଡ଼୍ୟାନ୍ସ କରିଥିଲେ । ମଞ୍ଚରେ ମାଧୁରୀଙ୍କ ଡ଼୍ୟାନ୍ସ ଦେଖି ଅନୀଲ ପ୍ରଶଂସା ନ କରି…