ନାଟକର ଅବସାନ, ଦିଲ୍ଲୀରେ ମିଳିବ ବିଜୁଳି ସବସିଡ
ନୂଆଦିଲ୍ଲୀ: ଦିଲ୍ଲୀରେ ବିଜୁଳି ସବସିଡକୁ ନେଇ ଆମ ଆଦମୀ ପାର୍ଟି ସରକାର ଓ ଏଲଜି ବିବାଦ ଥମି ଯାଇଛି । ଶୁକ୍ରବାର ଉପ ରାଜ୍ୟପାଳ ଭିକେ ସକ୍ସେନା ବିଜୁଳି ସବସିଡ ଫାଇଲକୁ ମଂଜୁରୀ ଦେଇଛନ୍ତି । ଏଲଜି ସିଧାସଳଖ ଭାବେ କହିଛନ୍ତି ଏହାକୁ ନେଇ ନାଟକ କରିବାର କୌଣସି ଆବଶ୍ୟକତା ନ ଥିଲା । ବିଜୁଳି…